Posted inଜାତୀୟ

ଦିଗ୍‌ବିଜୟଙ୍କ ପିଟିଶନ ଖାରଜ

ବେଙ୍ଗାଲୁରୁ,୧୯ା୩: ବେଙ୍ଗାଲୁରୁରେ ଥିବା ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଭେଟିବା ଲାଗି ଅନୁମତି ଦେବାକୁ ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ଆବେଦନକୁ କର୍ନାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଇସ୍ତଫା ଦେଇଥିବା ୨୨ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ରହିଥିବାବେଳେ ସେମାନଙ୍କୁ ଭେଟିବା ଲାଗି ବୁଧବାର ଦିଗ୍‌ବିଜୟ ସେଠାକୁ ଯାଇଥିଲେ। ଉକ୍ତ ବିଧାୟକମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁପୋଲିସ ସୁରକ୍ଷା ଯୋଗାଇଦେଉଥିବାରୁ ଦିଗ୍‌ବିଜୟଙ୍କୁ ଅଟକ ରଖିଥିଲା। ସେ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହୋଇଥିବାରୁ ଭୋଟ ପାଇଁ ବିଧାୟକମାନଙ୍କୁ ଭେଟିବା ଅଧିକାର ତାଙ୍କର ରହିଛି ବୋଲି ଦିଗ୍‌ବିଜୟ କହିଥିଲେ। ତେବେ ପୋଲିସ ଓ କର୍ନାଟକ ଭାଜପା ତାଙ୍କୁ ଭେଟିବାକୁ ଦେଇ ନ ଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ସେ କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏବଂ କଂଗ୍ରେସ ରାଜ୍ୟ ସଭାପତି ଡି.କେ. ଶିବକୁମାରଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ମାନ ଏୟାରଲାଇନ୍ସ ଉପରେ ଗୋ ଫାଷ୍ଟ ଭଳି ସଙ୍କଟ

ବର୍ଲିନ/ନୂଆଦିଲ୍ଲୀ,୪।୫: ଗୋ ଫାଷ୍ଟ ଏୟାର ଲାଇନ୍ସ ମେ’ ୯ ପର୍ଯ୍ୟନ୍ତ ତା’ର ଉଡାଣକୁ ରଦ୍ଦ କରିଦେଇଛି। ଏହି ଗୁରୁତର ସଙ୍କଟ ପାଇଁ ଏୟାରଲାଇନ୍ସ ଆମେରିକା କମ୍ପାନୀ...

ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ...

ନିର୍ଭୟା ମାମଲା: ଫାଶୀ ଖୁଣ୍ଟରେ ଝୁଲିବାକୁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌!

ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।...

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ୧୯ରେ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ପୁସା...

ଏନ୍‌କାଉଣ୍ଟରରେ ୨୦୬ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି: ଏବେ ବି ଲଞ୍ଚ୍‌ପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରରେ ବୁଧବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗରର ପରିମ୍ପୋରାରେ ମଙ୍ଗଳବାର ରାତ୍ରରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା।...

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ...

୧୮,୦୦୦ ଟୁଇଟର ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ,୧୧।୭: ଟୁଇଟର ପକ୍ଷରୁ ଏହାର ପ୍ରଥମ କମ୍ପ୍ଲାଏନ୍ସ୍‌ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମେ’ ୧୫ରୁ ଜୁନ୍‌ ୨୬ ମଧ୍ୟରେ ଶିଶୁ ନିର୍ଯାତନା...

ଅକ୍ସିଜେନ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟଙ୍କୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ,୨୪।୧୨ : କରୋନା ମୁକାବିଲା ପାଇଁ ନିୟମିତ ଅକ୍ସିଜେନ ଯୋଗାଣ ନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛି। ଏହା ସହିତ,...

Advertisement
Archives

Model This Week