Posted inଜାତୀୟ

ଦଶହରାରେ କୁମାରୀ ପୂଜା: ୪ ବର୍ଷର ମୁସଲମାନ ବାଳିକା ଫାତିମାଙ୍କୁ ପଶ୍ଚିମବଙ୍ଗରେ କରାଗଲା ପୂଜା

କୋଲକତା,୭।୧୦: ଦଶହରାରେ ପଶ୍ଚିମବଙ୍ଗରେ ଧୁମ୍‌ଧାମ୍‌ରେ କୁମାରୀ ପୂଜା କରାଯାଇଥାଏ। ଏହାର ଆରମ୍ଭ ସ୍ବାମୀ ବିବେକାନନ୍ଦ ବେଲୁର ମଠରେ ଆରମ୍ଭ କରିଥିଲେ। ଚଳିତ ବର୍ଷ ଇଞ୍ଜିନିୟର ତମଲ ଦତ୍ତଙ୍କ ପରିବାରରେ କୁମାରୀ ପୂଜାରେ ୪ ବର୍ଷ ବୟସ୍କା ମୁସଲମାନ ବାଳିକାଙ୍କୁ ପୂଜା କରାଯାଇ ସାମ୍ପ୍ରୟଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟି କରାଯାଇଛି। ଉତ୍ତର ୨୪ ପ୍ରଗଣାର ଅର୍ଜୁନପୁରରେ ବାସ କରୁଥିବା ତମଲ ମହାଷ୍ଟମୀରେ ଏଭଳି କରିବାକୁ ଚିନ୍ତା କରିଥିଲେ। ଏଥିପାଇଁ ସେ ବନ୍ଧୁ ମହମ୍ମଦ ଇବ୍ରାହିମ୍‌ଙ୍କ ସହାୟତା ଲୋଡ଼ିଥିଲେ। ଇବ୍ରାହିମ୍‌ଙ୍କ ଭାଣିଜି ଫାତିମାଙ୍କୁ ଆଗ୍ରାରୁ ଅଣାଯାଇ କୁମାରୀ ପୂଜା କରାଯାଇଥିଲା। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗନ୍ତୁ ରାହୁଲ: ଭାଜପା ଏମପି

ନୂଆଦିଲ୍ଲୀ,୭ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଉଷ୍ମ ହୋଇଛି ରାଜନୀତି...

ଦୁଇ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା

ଇନ୍ଦୋର,୩୦।୧୦: ମଧ୍ୟପ୍ରଦେଶ ଇନ୍ଦୋରରେ ଦୁଇଜଣ ନାବାଳିକା ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ଜଣେ ସାଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତିନି ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରୀ...

ଶ୍ରୀନଗରରୁ ଦିଲ୍ଲୀ ପାଇଁ ବିମାନ ଭଡ଼ା ଧାର୍ଯ୍ୟ କଲା ଏୟାର ଇଣ୍ଡିଆ: ଟିକେଟ ଦାମ ୬ ହଜାର ୭ଶହ ୧୫

ଶ୍ରୀନଗର,୪।୮: କେନ୍ଦ୍ର ସରକାର ଶୀଘ୍ର ଜମ୍ମୁ-କଶ୍ମୀର ଛାଡ଼ିବା ଲାଗି ନିର୍ଦ୍ଦେଶ ଜାରି କରିବା ଫଳରେ ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାକୁ...

ଫଡନବିସ୍‌ ନୁହେଁ, ସିନ୍ଧେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୀତିରେ ଗୁରୁବାର ନାଟକୀୟ ମୋଡ ଦେଖିବାକୁ ମିଳିଛି। ଭାଜପା ନେତା ଦେବେନ୍ଦ୍ର ଫଡନବିସ୍‌ ନୁହେଁ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ରାଜ୍ୟର...

ଅର୍ଦ୍ଧସାମରିକ ବାହିନୀ ମୁତୟନ:ଅଧିକ ପୈଠ କରିବେ ରାଜ୍ୟ

ନୂଆଦିଲ୍ଲୀ,୧୧-୧୦:(ଆଇଏଏନ୍‌ଏସ୍‌):ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ୧୦ ପ୍ରତିଶତ ଅଧିକ ଦେୟ ପୈଠ କରିବେ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ...

ଡୋଭାଲ୍‌ଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌: ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କ୍ୟାବିନେଟ୍‌ ର଼୍ୟାଙ୍କ୍‌ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ...

ଭିଣୋଇଙ୍କ କାର୍‌ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି...

ମାନହାନି ମାମଲା:ରାହୁଲ, ୟେଚୁରୀଙ୍କୁ ଜାମିନ

ମୁମ୍ବାଇ,୫।୭(ପି.ଟି.):ଏକ ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଗୁରୁବାର କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ...

Advertisement
Archives

Model This Week