‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ ଆଉ ଏକ ସିନେମାରେ ମଧ୍ୟ କାମ କରିବେ ବୋଲି ଜଣାପଡ଼ିଛି। ଯାହାର ନାମ ରହିଛି ‘ତ୍ରିଭଙ୍ଗ’। ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ତିନୋଟି ପିଢ଼ି ଉପରେ ପର୍ଯ୍ୟବଶିତ ହେବ। ଏହି ୩ ପ୍ରମୁଖ ଚରିତ୍ରରେ ନଜର ଆସିବେ କାଜଲ, ଶବାନା ଆଜମୀ ଏବଂ ମିଥିଳା ପାଲକର। ଖାସ୍‌ କଥା ହେଲା ‘ହମ୍‌ ଅପ୍‌କେ ହୈଁ କୌନ୍‌’ରେ ସଲମାନ୍‌ଙ୍କ ଭାଉଜ ଚରିତ୍ରରେ ଅଭିନୟ କରିଥିବା ରେଣୁକା ଶହାନେ ଏଥିରେ ନିର୍ଦ୍ଦେଶନା ଦେବେ। ୧୦ ବର୍ଷ ପୂର୍ବେ ରେଣୁକା ଏକ ମରାଠୀ ସିନେମାରେ ନିର୍ଦ୍ଦେଶନା ଦେଇ ସାରିଛନ୍ତିି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ଚୟନ ହୋଇ ନ ଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ହେବ ବୋଲି ଜଣାପଡ଼ିଛି। ରେଣୁକାଙ୍କ ସ୍ବାମୀ ତଥା ଅଭିନେତା ଆଶୁତୋଷ ରାଣାଙ୍କୁ ମଧ୍ୟ ଫିଲ୍ମରେ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଜି ହେଲେଣି ହୁମ୍ମା

ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍‌ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ...

ବିବାହ କରିବେ ଅର୍ଜୁନ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ ଅଭିନେତା ଶାହିର ଶେଖ୍‌। ଏବେ ତାଙ୍କ ବିଷୟରେ...

ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ

ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍‌ଶାରେ। ସକାଳ...

ଅଭିନୟ ଦୁନିଆକୁ ବାଏ କହିଲେ ଏହି ଭୋଜପୁରୀ ଅଭିନେତ୍ରୀ

ମୁମ୍ବାଇ: ଧର୍ମ ପାଇଁ ଅଭିନୟ ଦୁନିଆରୁ ଦୂରେଇ ଗଲେ ଆଉ ଜଣେ ଅଭିନେତ୍ରୀ। ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସାହର ଆଫଶା ଇସଲାମ ଧର୍ମ ଲାଗି...

ସାମ୍ନାକୁ ଆସିଲା ଫିଲ୍ମ ‘ପଠାନ’ରେ ଜନ ଅବ୍ରାହମଙ୍କ ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ କିଙ୍ଗ ଖାନ ବେଶ କିଛି ଦିନର ବ୍ରେକ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ଏଥିପାଇଁ ସେ ପୁରାପୁରି ପ୍ରସ୍ତୁତ ହୋଇଗଲେଣି...

ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏମିତି ନିବେଦନ କଲେ ଅଙ୍କିତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଛି, କିନ୍ତୁ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି। ସୁଶାନ୍ତଙ୍କ ରହସ୍ୟ ଜନକ...

ଅଧରାତିରେ ରିଲିଜ୍‌ ହେଲା ଆନିମଲର ପୋଷ୍ଟର…

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କ ହିନ୍ଦୀ ଚଳଚ୍ଚିତ୍ର ଆନିମଲର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି। ୨୦୨୨ ଡିସେମ୍ବର ୩୦ ରେ ଏହାର...

ହାତକୁ ଦୁଇ ହାତ ହେଲେ ଏ ଆର୍‌ ରେହମାନଙ୍କ ଝିଅ: ଜାଣନ୍ତୁ କିଏ ହେଲେ ଏହି ମ୍ୟୁଜିକ୍‌ ଲିଜେଣ୍ଡଙ୍କ ଜ୍ୱାଇଁ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍‌ ଲେଜେଣ୍ଡ ତଥା ଗାୟକ ଏ ଆର୍‌ ରେହମାନଙ୍କ ଘରେ ଏବେ ଖୁସିର ବାତାବରଣ। କାରଣ ତାଙ୍କ ଝିଅ ଖତିଜା ହାତକୁ...

Advertisement
Archives

Model This Week