ତିର୍ତ୍ତୋଲରେ ମାଙ୍କଡ଼ ଆତଙ୍କ: ୫ରୁ ଊର୍ଦ୍ଧ୍ୱ ଆହତ

ତିର୍ତ୍ତୋଲ, ୨୯।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ମାଙ୍କଡ଼ ଆତଙ୍କରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଥାନା ଅନ୍ତର୍ଗତ ଗରେଇ ଗ୍ରାମର ବିଜୟ ଶତପଥୀଙ୍କୁ ବୁଧବାର ତାଙ୍କ ଘର ନିକଟରେ ଏକ ମାଙ୍କଡ଼ ଆକ୍ରମଣ କରିଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଗରେଇ ଗ୍ରାମର ପ୍ରଫୁଲ୍ଲ ତାରେଣିଆ, ରେଖା ଦାସଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମାଙ୍କଡ଼କୁ ବନବିଭାଗ ପକ୍ଷରୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱରାନ୍ବିତ ହେବ ରାୟଗଡ଼ା ରେଳ ଡିଭିଜନ୍‌ ନିର୍ମାଣ

ରାୟଗଡ଼ା ଅଫିସ,୨୨ା୧୧: ରେଳ ଡିଭିଜନ୍‌ ନିର୍ମାଣ ପାଇଁ ରାୟଗଡ଼ା ଜିଲା ବାସିନ୍ଦା ସ୍ବପ୍ନ ଦେଖୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଏବେ ରେଲ୍‌ଓ୍ବେ ପକ୍ଷରୁ ନିର୍ମାଣ...

ଗୋଚର ଜମି ଜବରଦଖଲ, ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୨୯ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତରେ  ଗୋଚର ଜମିକୁ ଜବରଦଖଲ କରାଯାଇଛି। ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର...

୬ ମାସରେ ଗଲାଣି ୧୮୬ ଜୀବନ

ଛତ୍ରପୁର,୨୬୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛିା ଏପରିକି ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଏହି ଜିଲାରେ ହୋଇଛି। ମିଳିଥିବା ସୂଚନା...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

କାଦୁଅରେ ପଡ଼ି ୨ହାତୀ ଛଟପଟ

ପରଜଙ୍ଗ, ୨୭।୧୨(ଡି.ଏନ୍‌.ଏ.)  ବେଆଇନ ଇଟାଭାଟି ପାଇଁ ଜଙ୍ଗଲାଞ୍ଚଳରେ ଖୋଳାଯାଇଥିଲା ମାଟି। ଆଉ ଏହାଦ୍ୱାରା ସୃଷ୍ଟି ହୋଇଥିବା କାଦୁଅ ଭର୍ତ୍ତି ଗାତରେ ପଡ଼ି ୨ଦିନ ହେଲା ଛଟପଟ ହେଉଛନ୍ତି...

କାମ କରୁନି ପଲିଥିନ କଟକଣା ନିୟମ

ଖୋର୍ଦ୍ଧା ଅଫିସ,୨୧ା୪: ପଲିଥିନ ପରିବେଶ ପାଇଁ ଚିନ୍ତାର କାରଣ ସାଜିଛି। ଭବିଷ୍ୟତରେ ଏହା ମାନବ ସମାଜ ପାଇଁ ଘାତକ ସାଜିବାକୁ ଯାଉଥିବା ଜାଣି ମଧ୍ୟ କେହି...

ପ୍ରଥମ ଦିନରେ ୨ ଲକ୍ଷ ଟଙ୍କାର ଜରିମାନା ଚାଲାଣ

ବ୍ରହ୍ମପୁର ଅଫିସ ,୨ା୩: ବ୍ରହ୍ମପୁର ସହରରେ ରବିବାରରୁ ଯାନବାହନ ଯାଞ୍ଚ କଡାକଡି କରାଯାଇଛି। ସହରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା।...

ବାପାଙ୍କ ଶ୍ରାଦ୍ଧ ଦିବସରେ ସାନଭାଇଙ୍କୁ ହତ୍ୟା

ଟିକିରି,୧୦ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ଅଧୀନ ଖୁଣ୍ଟିଆ ସାହିରେ ରବିବାର ବାପାଙ୍କ ଶ୍ରାଦ୍ଧଦିବସରେ ଦୁଇପୁଅଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇଙ୍କ ଖଣ୍ଡାଚୋଟରେ ସାନଭାଇଙ୍କ...

Advertisement
Archives

Model This Week