ତାଲିମ ନେଲେ ୬୦ ଶିକ୍ଷୟିତ୍ରୀଶିକ୍ଷକ

ବାରିପଦା ଅଫିସ, ୨୭ା୧୦-କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ୱର କେନ୍ଦ୍ର ଓ ମୟୂରଭଞ୍ଜ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ବାରିପଦା ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରାୟ ୬୦ଜଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ଧ୍ରୂବଚରଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କ ଶିକ୍ଷଣ ପଦ୍ଧତିକୁ ସକ୍ରିୟ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ତାଲିମ ଶିବିରରେ ଆୟୋଜିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଶିବିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲା ବିଜ୍ଞାନ ନିରୀକ୍ଷକ ବେଣୁଧର ଚାନ୍ଦ, କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଭୁବନେଶ୍ୱର କେନ୍ଦ୍ରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡାକ୍ତର ରଞ୍ଜନ ଦାସ, ହାଇଦ୍ରାବାଦ କେନ୍ଦ୍ରର ଡାକ୍ତର ଚନ୍ଦ୍ରପ୍ରସାଦ ସିଂ ଏବଂ ପ୍ରଫେସର ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୦ବର୍ଷ ଚାଷ କରୁଥିବା ଜମିକୁ ପାର୍କ ନିର୍ମାଣ ପାଇଁ ଚିହ୍ନଟ, ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ-ଜନପ୍ରତିନିଧି

କେନ୍ଦୁଝର,୯ା୫ (ସ୍ୱ. ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମରେ ସରକାରଙ୍କ ପକ୍ଷରୁ ପ୍ଲଟ ନମ୍ବର  ୩୯୨ ରେ ପାର୍କ ନିର୍ମାଣ ପାଇଁ ଚିହ୍ନଟ...

ପୁରୀ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା

ପୁରୀ ଅଫିସ, ୨୮ା୧୧: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ୨୦୨୩ ପୁରୀ...

୩୦ରେ ଭଣ୍ଡାରିପୋଖରୀରେ କଂଗ୍ରେସର ବିକ୍ଷୋଭ

ଭଣ୍ଡାରିପୋଖରୀ,୨୪।୬(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ୩୦ ତାରିଖ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଜରିବାହାଲ ଖଣିରୁ ପରିବହନ ବାତିଲ

ଯୋଡ଼ା,୨୧।୭(ଡି.ଏନ.ଏ.): ୨୦୨୦ରେ କେନ୍ଦୁଝର ଜିଲା ଖଣି ମଣ୍ଡଳର ଏକାଧିକ ଖଣିକୁ ବିଭିନ୍ନ କମ୍ପାନୀ ନିଲାମ ନେଇଛନ୍ତି। ଏପରି କି କିଛି ଖଣିକୁ ବିକ୍ରି ମୂଲ୍ୟଠାରୁ ଶହେ...

ଘରୋଇ ହିଂସା ରୋକିବାକୁ ହେଲ୍ପଲାଇନ୍‌ ନମ୍ବର ଜାରି କଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସମୟରେ ଅଭିଯୋଗକାରୀ...

ଓଲଟିଲା ପରିବା ବୋଝେଇ ପିକ୍‌ଅପ୍‌

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥର ନଳବଣ୍ଟା-ଖଡଭାଗ ମଧ୍ୟରେ ଶନିବାର ସକାଳ ପ୍ରାୟ ୯ଟାରେ ଗୋଟିଏ ପରିବା ବୋଝେଇ ପିକଅପ୍‌ ଭ୍ୟାନ ରାସ୍ତା କଡକୁ ଓଲଟି...

କେନାଲ କୂଅକୁ ଖସିପଡିଲା ବାଇକ, ୩ ମୃତ

ଦିଗପହଣ୍ଡି,୨ା୧(ଡି.ଏନ୍‌.ଏ.)- ନୂଆବର୍ଷ ସନ୍ଧ୍ୟାରେ ଘଟିଛି ଦୁର୍ଘଟଣା। ଦିଗପହଣ୍ଡି ବ୍ଲକ କୋଟିନଡ଼ା-ଦେଉଳପେଡ଼ି କେନାଲ ରାସ୍ତା ବୁଲାଣିରେ ଥିବା ପୋତାଶଙ୍ଖ ନିକଟ କୂଅରେ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ...

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା ଅଫିସ,୧୪।୩: ନୂଆପଡା ଜିଲାରେ ପୁଣି ବାଘ ଆତଙ୍କ ଦେଖା ଦେଇଛି। ଏହା ପୂର୍ବରୁ ଅନେକ ଥର ନୂଆପଡା ସଦର ବ୍ଲକ ହଳଦି ଓ ଲୋଡ୍ରା...

Advertisement
Archives

Model This Week