Posted inଜାତୀୟ

ତାତି ସହି ନ ପାରି କେରଳ ଏକ୍ସପ୍ରେସ୍‌ରେ ୪ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରୁ ଝାନ୍‌ସୀ ଯାଉଥିବା କେରଳ ଏକ୍ସପ୍ରେସ୍‌ରେ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ତାତି ସହି ନ ପାରି ଏଥିରେ ଯାତ୍ରା କରୁଥିବା ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଗ୍ରାରୁ କୋଇମ୍ବାଟୁର ଯାଉଥିବା ୬୮ ଜଣିଆ ଏକ ଦଳରେ ମୃତ ଯାତ୍ରୀମାନେ ଯାତ୍ରା କରୁଥିଲେ। ୧୦ ଦିନ ତଳେ ଏହି ଦଳ ବାରାଣସୀ ଏବଂ ଆଗ୍ରା ବୁଲିବା ପାଇଁ ବାହାରିଥିବା କୁହାଯାଉଛି। ମୃତ ଯାତ୍ରୀଙ୍କ ମୃତଦେହକୁ ଝାନ୍‌ସୀଠାରେ ବାହାର କରାଯାଇଛି। ମୃତକଙ୍କ ମଧ୍ୟରୁ ୩ ଜଣ କୋନ୍ନୁର ଏବଂ ଜଣେ କୋଲମ୍ବାଟୁର ବାସିନ୍ଦା ରହିଛନ୍ତି। କୋଚ୍‌ ୮ ଏବଂ ୯ରେ ଯାତ୍ରୀମାନେ ଯାତ୍ରା କରୁଥିଲେ। ଖବର ପାଇ ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ କରିବାକୁ ଆସିଥିଲେ। ତେବେ ସେମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୂଳପୋଛ ହେବେ ଆତଙ୍କବାଦୀ: ହିଟ୍‌ଲିଷ୍ଟ୍‌ରେ ୧୨ଜଣ

ଶ୍ରୀନଗର, ୨।୭: ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ବଡ଼ଧରଣ ପଦକ୍ଷେପ ଗ୍ରହଣ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ୧୨...

ମୋଦିଙ୍କୁ ଶହୀଦ ପତ୍ନୀଙ୍କ ଅନୁରୋଧ: ଆମକୁ ବିଜୟୀ ହେବାକୁ ପଡିବ

ନୂଆଦିଲ୍ଲୀ,୩।୭: ଲଦ୍ଦାଖ ସୀମାରେ କର୍ନଲ ସନ୍ତୋଷ ବାବୁଙ୍କ ବଳିଦାନ ସମଗ୍ର ଦେଶବାସୀଙ୍କ ଆକ୍ରୋଶକୁ ଦ୍ୱିଗୁଣା କରିଥିଲା। ଏବେ ପ୍ରତିଟି ଭାରତୀୟ ଚାଇନାକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି।...

ଜେଏନ୍‌ୟୁ ହିଂସା: ତଥ୍ୟ ସୁରକ୍ଷିତ ରଖିବାକୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ହାଇକୋର୍ଟ ପକ୍ଷରୁ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୧୩।୧: ଜେଏନ୍‌ୟୁ ହିଂସା ମାମଲାରେ ତଥ୍ୟ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଫେସ୍‌ବୁକ୍‌-ହ୍ବାଟସ୍‌ଆପ୍‌-ଆପଲ-ଗୁଗୁଲକୁ ନୋଟିସ୍‌ ଜାରି କରାଯାଇଛି। ୩ ଜଣ ପ୍ରଫେସର ସିସିଟିଭି ତଥ୍ୟକୁ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲାର ନିୟନ୍ତ୍ରଣ ରେଖାଠାରେ ଥିବା ସୁନ୍ଦରବାଣୀ ସେକ୍ଟରର ଭାରତୀୟ ଫରଓ୍ବାର୍ଡ...

ଆତଙ୍କବାଦୀ ସନ୍ଦେହରେ ୫ ଗିରଫ

ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ...

ନରମିଲେ ମମତା: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ

କୋଲକାତା, ୨୯।୫: ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା କନ୍ଦଳରୁ ଫାଇଦା ଉଠାଇଛି ଭାଜପା। ସାଧାରଣ ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ସଫଳତା...

ଅପରାହ୍ନରେ ଅର୍ଥମନ୍ତ୍ରୀ କରିବେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଅପରାହ୍ନ ୪ଟାରେ କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ...

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ...

Coronavirus Update


Archives

Model This Week

Why Dharitri