Posted inଜାତୀୟ

ଡି. ରାଜା ହେବେ ସିପିଆଇ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୨୧ା୭(ପି.ଟି.): ରାଜ୍ୟ ସଭା ଏମ୍‌ପି ଡି. ରାଜା ସିପିଆଇର ସାଧାରଣ ସମ୍ପାଦକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ଏହି ପଦରେ ଥିବା ଏସ୍‌. ସୁଧାକର ରେଡ୍ଡୀ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ। ସେ ୨୦୧୨ରୁ ଦଳର ଜାତୀୟ ସାଧାରଣ ସମ୍ପାଦକ ରହିଆସିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏଭଳି ନେତୃତ୍ୱ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ସିପିଆଇ ଜାତୀୟ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଅନୁଷ୍ଠିତ ବୈଠକରେ ରାଜାଙ୍କ ନାମ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଦିଆଯାଇଥିଲା। ଦଳର ଜାତୀୟ ପରିଷଦ ବୈଠକରେ ଏହା ଉପରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ୭୦ ବର୍ଷିୟ ରାଜା ତାମିଲନାଡ଼ୁରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…

ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ...

ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ, ୬୦ ଛାତ୍ର ପଜିଟିଭ୍‌…

ବେଙ୍ଗାଲୁରୁ,୨୯।୯: କର୍ନାଟକର ବେଙ୍ଗାଲୁରୁର ଏକ ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ସ୍କୁଲର ୬୦ ଛାତ୍ରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଛାତ୍ରମାନଙ୍କୁ...

ଭାଗ୍ୟଫଳ ନେଇ ଉତ୍କଣ୍ଠା: ୩୮ ଜିଲାରେ ୫୫ ଗଣତି କେନ୍ଦ୍ର

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟର ୩୮ ଜିଲାର ୫୫ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣାଯିବା ଲାଗି...

ଅଞ୍ଜଳି ହିଟ୍‌ ଆଣ୍ଡ ରନ୍‌ ମାମଲା: ଏବେ ଅଭିଯୁକ୍ତଙ୍କ ଉପରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ଅଞ୍ଜଳି ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୭ ଦିନ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏବେ ଏହି ମାମଲାରେ ପୋଲିସ...

ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ,୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପୁଣିଥରେ ସ୍କୁଲ ବନ୍ଦର ଅବଧିକୁ ବୃଦ୍ଧି କରାଯାଇଛି । ରବିବାର ଶିକ୍ଷାମନ୍ତ୍ରୀ ମନିଷ ସିସୋଡିଆ...

ତାନ୍ତ୍ରିକଙ୍କ ପରାମର୍ଶରେ ଦଳର ନାମ ପରିବର୍ତ୍ତନ କରିଛନ୍ତି କେସିଆର, ସୀତାରମଣଙ୍କ ସମାଲୋଚନା ନେଇ ଇସିଙ୍କ ଦ୍ୱାରସ୍ଥ ହେଲା ବିଆରଏସ…

ହାଇଦ୍ରାବାଦ,୧୧।୧୦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଆୟୋଗ(ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ବଣ୍ଡି...

ଆଫଗାନ ଫେରନ୍ତାଙ୍କୁ ଦିଆଯାଉଛି ପୋଲିଓ ବୁନ୍ଦା

ନୂଆଦିଲ୍ଲୀ, ୨୨।୮: ଆଫଗାନିସ୍ତାନରେ ଏବେ ବି ପୋଲିଓ ସଂକ୍ରମଣ ଥିବାରୁ ସେଠାରୁ ଫେରାଇ ଅଣାଯାଉଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ଦେବା ପାଇଁ ଭାରତ ସରକାର...

ଭାରତରେ ପହଞ୍ଚିଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ/ମସ୍କୋ,୧।୩: ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତରେ ପହଞ୍ଚିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ...

Advertisement
Archives

Model This Week