Posted inଜାତୀୟ

ଡିକେ ଶିବକୁମାର ହେଲେ କର୍ନାଟକ କଂଗ୍ରେସର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧।୩: କର୍ନାଟକ କଂଗ୍ରେସର ମଙ୍ଗ ଧରିଛନ୍ତି ଡିକେ ଶିବକୁମାର। ବୁଧବାର ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୂରୀ। କର୍ନାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ମଙ୍ଗଳବାର ଇସ୍ତଫା ଦେବା ପରେ ଶିବକୁମାରଙ୍କୁ ଏହି ଦାୟିତ୍ୱ ମିଳିଛି। ରାଓ ଏବେବି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି କହିଛନ୍ତି। ଏହାସହ ମଧ୍ୟପ୍ରଦେଶ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଶିବକୁମାର କହିଛନ୍ତି ଏହା ଦଳର ଆଭ୍ୟନ୍ତରିଣ ମାମଲା। ଖୁବ୍‌ଶୀଘ୍ର ଏହାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ

ଓ୍ବାଶିଂଟନ,୩ା୧୧: ଆମେରିକାରେ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ଶେଷ ୨ ବର୍ଷ ପାଇଁ ଆମେରିକା କଂଗ୍ରେସକୁ କେଉଁ…

ଦିୟା ମିର୍ଜାଙ୍କ ପ୍ରଦୂଷଣମୁକ୍ତ ଦୀପାବଳି ଅପିଲ୍‌କୁ ନେଇ ରାଜନୈତିକ ଝଡ଼

ମୁମ୍ବାଇ,୩ା୧୧(ପି.ଟି.): ବ୍ରିହନ୍‌ମୁମ୍ବାଇ ପୌର ନିଗମର ପରିବେଶ ଅନୁକୂଳ ଦୀପାବଳି ପାଳନ ପ୍ରଚାରରେ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଭିଡିଓ ସୋମବାର ରାଜନୈତିକ ବିବାଦ ସୃଷ୍ଟି କରିଛି। ଭାଜପା ନେତାଙ୍କ…

ହାଲୋଓ୍ବିନ୍‌ରେ ହିଂସା: ୨୪ ମୃତ

ଓ୍ବାଶିଂଟନ, ୩ା୧୧: ହାଲୋଓ୍ବିନ ସପ୍ତାହନ୍ତରେ ସମଗ୍ର ଆମେରିକାରେ ବିଭିନ୍ନ ସ୍ଥାନରେ ଅନେକ ଗୁଳିକାଣ୍ଡରେ ୨୪ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦୦ଜଣ ଆହତ ହୋଇଛନ୍ତି। ଏହି…

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର: ୪ଥର ଖେଳିଥିଲେ ବିଶ୍ୱକପ୍‌

ନୂଆଦିଲ୍ଲୀ,୩।୧୧: ଅଷ୍ଟ୍ରେଲିଆ କ୍ରିକେଟକୁ ବଡ଼ ଝଟକା। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ। ଦୀର୍ଘ ୧୪ ବର୍ଷର…

୧୨୦୭ ଫିଲ୍ମ ଦେଖି ଗିନିଜ୍‌ ୱାଲର୍‌ଡ ରେକର୍ଡ କଲେ ଏହି ବ୍ୟକ୍ତି: ପ୍ରତ୍ୟେକ ଦିନ ଦେଖୁଥିଲେ ଏତିକିଟି ଫିଲ୍ମ

ପେନ୍‌ସିଲଭାନିଆ, ୩ା୧୧:ଅଧିକାଂଶ ଲୋକଙ୍କ ପାଇଁ ଦିନକରେ ୩ଟି ଚଳଚ୍ଚିତ୍ର ଦେଖିବା ଏକ ବଡ଼ ମାରାଥନ ହେବ। ମାତ୍ର ଗ୍ଲେନୱୁଡ ହୋସ୍କିନ ଜୁନିଅରଙ୍କ ନିମନ୍ତେ ଏହା ସମ୍ପୂର୍ଣ୍ଣ ଏକ…

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା: ଖୋଲିଲା ହରଭଙ୍ଗୀ ଜଳଭଣ୍ଡାରର ୪ ଗେଟ୍‌

ମୋହନା,୨।୧୧( ମନ୍ମଥ ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବ ନ କମୁଣୁ ଏବେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ବଢ଼ିଲାଣି ଚିନ୍ତା। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ…

ଶ୍ୱଶୁର ଘରକୁ ଯାଉଥିଲେ ଦୁର୍ଯ୍ୟ, ବାଟରେ ଛକିଥିଲା ଯମ: ଘଟିଲା…

ଲାଞ୍ଜିଗଡ଼,୨।୧୧ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।…

ପ୍ରଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପରଲୋକ: ଖେଲିଗଲା ଶୋକର ଛାୟା

ନୂଆଦିଲ୍ଲୀ,୨।୧୧: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପ୍ରଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବ୍ରେନ ଷ୍ଟ୍ରୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?