Posted inଖେଳ

ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ : ଟପ୍‌ ୧୦ରେ କେନିନ

ପ୍ୟାରିସ, ୪ା୨(ଏଏଫ୍‌ପି)-ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ବିଜୟିନୀ ହେବା ପରେ ସୋଫିଆ କେନିନ ସଦ୍ୟ ପ୍ରକାଶିତ ଡବ୍ୟ୍ଲୁଟିଏ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୭ମ ସ୍ଥାନ ଅଧିକାର କରିଛନ୍ତି। ଶନିବାର ମେଲବୋର୍ନଠାରେ ଗାର୍ବାଇନ ମୁଗୁରୁଜାଙ୍କ ବିପକ୍ଷରେ ୪-୬, ୬-୨, ୬-୨ ସେଟ୍‌ରେ ଚମକପ୍ରଦ ବିଜୟ ପରେ ଆମେରିକାର ଏହି ଖେଳାଳିଙ୍କ ୮ ସ୍ଥାନ ପଦୋନ୍ନତି ଘଟିଛି। ସେମିଫାଇନାଲରେ ୨୧ ବର୍ଷୀୟା କେନିନଙ୍କଠାରୁ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆର ଆଶଲେ ବାର୍ଟି ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ କାରୋଲିନା ପ୍ଲିସ୍‌କୋଭାଙ୍କୁ ପଛରେ ପକାଇ ସିମୋନା ହାଲେପ ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛନ୍ତି।
ଟପ୍‌ ୧୦ ର଼୍ୟାଙ୍କିଙ୍ଗ ତାଲିକା:
୧.ଆଶଲେ ବାର୍ଟି (ଅଷ୍ଟ୍ରେଲିଆ), ୨.ସିମୋନା ହାଲେପ (ରୋମାନିଆ), ୩. କାରୋଲିନା ପ୍ଲିସ୍‌କୋଭା (ଚେକ୍‌ରିପବି୍ଲକ), ୪. ଏଲିନା ସ୍ବିତୋଲିନା (ୟୁକ୍ରେନ୍‌), ୫, ବେଲିଣ୍ଡା ବେନ୍‌ସିକ୍‌ (ସୁଇଜରଲାଣ୍ଡ), ୬. ବାଏଙ୍କା ଆଣ୍ଡ୍ରେସ୍କୁ (କାନାଡା), ୭. ସୋଫିଆ କେନିନ (ଆମେରିକା), ୮. କିକି ବର୍ଟେନ୍ସ (ନେଦରଲାଣ୍ଡ୍ସ), ୯. ସେରେନା ଓ୍ବିଲିୟମ୍ସ (ଆମେରିକା), ୧୦. ନାଓମି ଓସାକା (ଜାପାନ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ରୋନାଲ୍ଡୋଙ୍କ ହେୟାର ଷ୍ଟାଇଲକୁ ପ୍ରଶଂସକଙ୍କ ନାପସନ୍ଦ

ରୋମ,୧।୧- ଲୋକପ୍ରିୟତ ଅନ୍ତର୍ଜାତୀୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନୂଆ ହେୟାର ଷ୍ଟାଇଲକୁ ପ୍ରଶଂସକମାନେ ନା ପସନ୍ଦ କରିଛନ୍ତି। ପର୍ତ୍ତୁଗାଲ ଷ୍ଟାରଙ୍କୁ ଚଳିତ ସପ୍ତାହରେ ଦୁବାଇଠାରେ ଗ୍ଲୋବ...

ଜନ୍ମଦିନ ପାଳିବେ ନାହିଁ ତେନ୍ଦୁଲକର

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବର୍ଷ ତାଙ୍କ ଜନ୍ମଦିନ ପାଳିବେ ନାହିଁ। ଶୁକ୍ରବାର ସେ ୪୭ ବର୍ଷରେ ପଦାର୍ପଣ କରିବେ। ଭାରତରେ କୋଭିଡ୍‌-୧୯...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ...

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ।...

ଭାରତୀୟ ଟି୨୦ ଟିମ୍‌ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେୟସ୍କର ବୋଲି କହିଲେ ଇଂଲଣ୍ଡର ଏହି ପୂର୍ବ କ୍ରିକେଟର, ଜାଫର ଏଭଳି କହି…

ଅହମ୍ମଦାବାଦ,୧୩।୩: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ୮ ଉଇକେଟରେ ଭାରତକୁ ହରାଇଛି ଇଂଲଣ୍ଡ। ଏହାକୁ ନେଇ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଉଘାନ ଭାରତୀକୁ...

ଚଳିତ ଆଇପିଏଲରେ ରହିବ ନାହିଁ ସଫ୍ଟ ସିଗନାଲ ନିୟମ

ମୁମ୍ବାଇ, ୩୦।୩ : କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ୨୦୨୧ ଆଇପିଏଲରେ ଲାଗୁ କରିବାକୁ ଯାଉଛି କିଛି ନୂଆ ନିୟମ। ନୂଆ ନିୟମ...

୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍‌ର ଏହି ମାଲିକାଣୀ

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍‌ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର...

Advertisement
Archives

Model This Week