Posted inUncategorized

ଟାଇଫଏଡ୍‌ ଜ୍ୱରରୁ ମୁକ୍ତି ଚାହୁଁ ଥିଲେ …

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ ସମସ୍ୟାକୁ ରୋକାଯାଇପାରେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ସାଙ୍ଘାତିକ ରୂପ ନେଲେ ତାହାକୁ ରୋକିବା ସମ୍ଭବ ହୋଇ ନ ଥାଏ। କିସ୍‌ମିସ୍‌ ଏଭଳି ଏକ ଜିନିଷ, ଯାହାକୁ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ଟାଇଫଏଡ୍‌: ଦୀର୍ଘ ଦିନ ଧରି ଲାଗି ରହିଥିବା ଟାଇଫଏଡ୍‌ରୁ କିସ୍‌ମିସ୍‌ ମୁକ୍ତି ଦେଇଥାଏ। ରାତିରେ କ୍ଷୀରରେ ଏହାକୁ ଫୁଟାଇ ପିଇବା ଫଳରେ ଏହି ଜ୍ୱର ଭଲ ହୋଇଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପତାକାକୁ ଅସମ୍ମାନ: ସ୍ବାଧୀନତା ଦିବସରେ ତ୍ରିରଙ୍ଗା କେକ୍‌ କାଟିଥିଲେ ଟିଏମ୍‌ସି ନେତା, ଭିଡିଓ ଭାଇରାଲ ପରେ..

କୋଲକାତା, ୨୨।୮: ସ୍ବାଧୀନତା ଦିବସରେ ତ୍ରିରଙ୍ଗାକୁ ଅସମ୍ମାନ। ଏଭଳି ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ମାଲଦା ଜିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ...

୮୩୧୨ କୋଟି ଟଙ୍କା ପୈଠକଲା ଏୟାରଟେଲ୍‌

ନୂଆଦିଲ୍ଲୀ,୧୮।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ୫ଜି ସ୍ପେକ୍ଟ୍ରମ ଦେୟ ବାବଦରେ ବୁଧବାର ଭାରତ ସରକାରଙ୍କ ଟେଲିକମ୍‌ ବିଭାଗକୁ ୮୩୧୨.୪ କୋଟି ଟଙ୍କା...

କେନ୍ଦ୍ରୀୟ ଯାଞ୍ଚ କେନ୍ଦ୍ରୀୟ ନୁହେଁ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମନଇଚ୍ଛା କୌଣସି ରାଜ୍ୟକୁ ଯାଇ ଯାଞ୍ଚ କରିପାରିବ ନାହିଁ। ରାଜ୍ୟ ଭିତରେ କୌଣସି ମାମଲାର ତଦନ୍ତ କରିବାକୁ ହେଲେ...

ମଡେଲ ଏରୋପ୍ଲେନ୍‌ ତିଆରି କରି ଉଡ଼ାଉଛନ୍ତି ଶୁଭାଶିଷ

ନବରଙ୍ଗପୁର/ଉମରକୋଟ,୯।୧(ବି.ପ୍ର./ସ୍ବ.ପ୍ର.): ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। କିଛି ନୂଆ କରି ଦେଖାଇବା ନିଶା ଓ ଏହି ଲକ୍ଷ୍ୟ ସାଧନ କରିବାକୁ ଦିଗରେ ଲାଗିପଡିଛନ୍ତି ଉମରକୋଟର...

ତତ୍ପର ପ୍ରଶାସନ: ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ

ପୁରୀ ଅଫିସ,୧୪।୩: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ ହେବ। ଏ ନେଇ ଶ୍ରୀମନ୍ଦି...

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୨୬।୨(ବ୍ୟୁରୋ) – ରାଜଧାନୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଦିବାସୀ ମେଳା। ପ୍ରତିଦିନ ଲୋକଙ୍କ ଭିଡ଼ ଅଧିକ ରହୁଛି। ଦିନ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ୁଛି।...

ପର୍ଯ୍ୟଟନକୁ ଅବହେଳା

ନାରାୟଣ ଚନ୍ଦ୍ର ବିଶ୍ୱାଳ ବୁଦ୍ଧିଷ୍ଟ ସର୍କିଟରୁ ଆରମ୍ଭ କରି ଟେମ୍ପୁଲ ସର୍କିଟ, ଇକୋ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ୱାଇଲ୍ଡଲାଇଫ ଟୁରିଜମ୍‌, କୋଷ୍ଟାଲ ଟୁରିଜମ୍‌ ଭଳି କ୍ଷେତ୍ରରେ...

ଅବସରପ୍ରାପ୍ତ କ୍ୟାସିୟରଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ତଥା ଅବସରପ୍ରାପ୍ତ...

Advertisement
Archives

Model This Week