ଜନଧନ ଯୋଜନାରେ ମିଳୁଛି ମାଗଣା ଗ୍ୟାସ୍ ଓ ୫୦୦ ଟଙ୍କା । ଲୋକେ ଏହା ପାଇବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉନାହାଁନ୍ତି । ନୂଆପଡ଼ା ଜିଲ୍ଲା ଖରିଆରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆମେ ଯଦି ନିୟମ ନ ମାନିବା ତେବେ କରୋନାକୁ ମୁକାବିଲା କରିବା କେମିତି।

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।