ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସୋମବାର ପ୍ରଥମଥର ପାଇଁ ସରପଞ୍ଚଙ୍କ ଏଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ପଞ୍ଚାୟତର ୫୭ ଜଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ପ୍ରଧାନ କହନ୍ତି, ଲୋକମାନେ ବିଭିନ୍ନ ଯୋଜନା ବିଷୟରେ ଜାଣିପାରୁ ନାହାନ୍ତି। ସେ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିବା ସେ ସୂଚନା ଦେଇଥିଲେ। ରାଶନ କାର୍ଡ଼ରେ ନାମ ସଂଯୋଗ, ପକ୍କାଘର, ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ବିଲ୍‌ ନ ମିଳିବା ଆଦି ବିଷୟରେ ଅଭିଯୋଗ ହୋଇଥିଲା। ଶିବିରରେ ପିଇଓ ସତ୍ୟ ନାରାୟଣ ଭୋଇ, ଜିଆରଏସ୍‌ ସରୋଜକାନ୍ତ ରଥ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଣାସ୍ତ୍ର ଦେଖାଇ ହାଇଓ୍ବା ସହ ଚାଳକଙ୍କୁ ଅପହରଣ: ୫ ଗିରଫ, ଜଣେ ଫେରାର

ବଡ଼ବିଲ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳ ଏକ ପାର୍କିଂରୁ ହାଇଓ୍ବା ଟ୍ରକ ସହ ଚାଳକଙ୍କୁ ଅପହରଣ କରାଯିବା ସହ ମାଡ଼ମାରି ତାଙ୍କ ମୋବାଇଲ ଏବଂ ନଗଦ...

ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ

ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ...

ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତ ବନ୍ଦ

ରାଉରକେଲା ଅଫିସ,୨୬।୨: ଜିଏସ୍‌ଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ଟାରୁ...

ଜିଲା ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ

ଫୁଲବାଣୀ ଅଫିସ, ୬ା୨-ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଠ ଆଇନର ଜିଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ବୃନ୍ଦା...

ଏଚ୍‌ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା: ମା’ ପେଟରେ ଆଖିବୁଜିଲା ଶିଶୁ

ବାରିପଦା ଅଫିସ,୧୫ା୧୨-ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣେ ଗର୍ଭବତୀ ଗର୍ଭକଷ୍ଟ ପାଉଥିଲେ ବି ଡାକ୍ତରମାନେ ତାଙ୍କୁ ଚିକିତ୍ସା ନ କରିବାରୁ ଗର୍ଭସ୍ଥ ଶିଶୁ ଦୁନିଆର ଆଲୋକ ଦେଖିବା...

ହାରାକୁଦର ୧୬ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଗୁରୁବାର ଖୋଲାଯାଇଛି। ୨ଟା ସୁଦ୍ଧା ୧୬ଟି ଗେଟ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟା...

ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ

ଯାଜପୁର ଅଫିସ, ୭ା୧୧: ଖର୍ଚ୍ଚ ଭାଗବଣ୍ଟା (କଷ୍ଟ ଶେୟାରିଂ) ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ଓଡ଼ିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟ ଠିକଭାବେ ଆଗକୁ ବଢ଼ିପାରୁନାହିଁ।...

ଆଜିଠୁ ‘ମୋ ଧାମ, ମୋ ଗର୍ବ’ ଅଭିଯାନ

ପୁରୀ ଅଫିସ,୧ା୧୧: ସହରବାସୀଙ୍କ ସହଯୋଗ ରହିଲେ ସ୍ବଚ୍ଛତା କ୍ଷେତ୍ରରେ ଭାରତର ଅନ୍ୟ ସମସ୍ତ ତୀର୍ଥକ୍ଷେତ୍ର ପାଇଁ ଶ୍ରୀକ୍ଷେତ୍ର ଉଦାହରଣ ସାଜିପାରିବ। ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ...

Advertisement
Archives

Model This Week