Posted inଜାତୀୟ

ଜିଦ୍‌ରେ ଅଟଳ ବିଦ୍ରୋହୀ ବିଧାୟକ: କହିଲେ, ଆସ୍ଥା ଭୋଟରେ ଗୃହକୁ ଯିବାର ପ୍ରଶ୍ନ ଉଠୁନି

ମୁମ୍ବାଇ, ୧୭।୭: ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାସହ ଇସ୍ତଫା ଦେଇଥିବା ୧୫ଜଣ ବିଧାୟକମାନଙ୍କୁ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ କେହି ବାଧ୍ୟ କରିପାରିବେନି ବୋଲି ପ୍ରଧାନ ବିଚାରପତି ତାଙ୍କ ରାୟରେ କହିଛନ୍ତି। ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଦ୍ରୋହୀ ବିଧାୟକ। ସେମାନେ କହିଛନ୍ତି, ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟରେ ଭାଗ ନେବାର ପ୍ରଶ୍ନ ଉଠୁନାହିଁ। ଏବେ ବି ଆମେ ଆମ ନିଷ୍ପତ୍ତିରେ କାଏମ ଅଛୁ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେଉଛୁ ବୋଲି ସେମାନେ କହିଛନ୍ତି। କଂଗ୍ରେସ-ଜେଡିଏସ ମେଣ୍ଟର କିଛି ବିଧାୟକ ଦଳରୁ ଇସ୍ତଫା ଦେବା ପରେ କର୍ନାଟକ ରାଜନୀତି ସରଗରମ ହୋଇପଡିଛି। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ନିଷ୍ପତ୍ତି ନେବାର ସମସ୍ତ କ୍ଷମତା ବାଚସ୍ପତିଙ୍କ ପାଖରେ ରହିଛି ବୋଲି ବୁଧବାର ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪୩ ସାମଗ୍ରୀର ଦାମ୍‌ ବଢ଼ିବା ଆଶଙ୍କା, ପାମ୍ପଡ଼-ଗୁଡ଼-ଚକୋଲେଟ ହୋଇପାରେ ମହଙ୍ଗା…

ନୂଆଦିଲ୍ଲୀ, ୨୪।୪ : ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ହେବାକୁ ଥିବା ଜିଏସଟି ବୈଠକରେ ସରକାର ଜିଏସଟି ଦରରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା।...

ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ଦେଉଛି ପ୍ରେରଣା: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ପ୍ରେରଣା ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ...

କେରଳ ରାଜ୍ୟପାଳଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ

ଥିରୁଭାନନ୍ତପୁରମ,୧୮ ।୯: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଶନିବାର ରାତିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ୍ କରିଛନ୍ତି ।...

ଟିଏମସିର ଆନ୍ତରିକ କହଳ: ଘୋଷଣା ହେଲା ନୂଆ ୱାର୍କିଂ କମିଟି

କୋଲକାତା,୧୩ ।୨: ତୃଣ ମୂଳ କଂଗ୍ରେସ(ଟିଏମସି)ରେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ଶନିବାର ସନ୍ଧ୍ୟାରେ ଦଳର...

ଦିଲ୍ଲୀ ସିଂହାସନ: ୨୨ବର୍ଷ ଧରି ଦୂରରେ ଭାଜପା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ କ୍ଷମତା ଦଖଲ କରିବା ପାଇଁ ଭାଜପା ଦେଖିଥିବା ସ୍ବପ୍ନ ମଉଳି ଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣିଥରେ ଶାସନ ଡୋରି ଧରିବା ନିଶ୍ଚିତ...

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।...

ଭାଜପା ଏମ୍‌ପି ପଦ ଛାଡ଼ିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୧୯।୧୦: ଗାୟକରୁ ରାଜନେତା ପାଲଟିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଭାଜପା ଟିକେଟରେ ପଶ୍ଚିମବଙ୍ଗର ଆସନସୋଲ...

ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି

ମୁମ୍ବାଇ,୧।୧୧: ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କୁ ଦୀର୍ଘ ଦିନ ହେବ ଧମକ ଦିଆଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ...

Advertisement
Archives

Model This Week