Posted inଖେଳ

ଜାତୀୟ ରେକର୍ଡ ଭାଙ୍ଗିଥିବାରୁ ଖୁସି

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- “ମୁଁ ଜାତୀୟ ରେକର୍ଡ ଭାଙ୍ଗିବା ପାଇଁ ବ୍ୟଗ୍ର ଥିଲି। ମୁଁ ଏହା ପୂର୍ବରୁ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲି। ମୁଁ ପୂର୍ବରୁ ଏତେ ଓଜନ କେବେ ଟେକି ନ ଥିଲି। ଜାତୀୟ ରେକର୍ଡ ଭାଙ୍ଗିଥିବାରୁ ମୁଁ ବହୁତ ଖୁସି। ” ଏଥିପାଇଁ ମୁଁ ନିଜକୁ ଭଲଭାବେ ପ୍ରସ୍ତୁତ କରିଥିଲି ବୋଲି ୧୯ ବର୍ଷୀୟ ସଙ୍କେତ ପ୍ରକାଶ କରିଛନ୍ତି। ନିଜ ସମ୍ପ୍ରଦାୟରେ ଅନେକେ ଭାରୋତ୍ତୋଳନ କରୁଥିବାରୁ ସେ ସେଥିପ୍ରତି ଆକୃଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି ସଙ୍କେତ। “ମୁଁ ୭ମ ଶ୍ରେଣୀରେ ପଢ଼ିବା ବେଳରୁ ଭାରୋତ୍ତୋଳନ ସମ୍ପର୍କରେ ଜ୍ଞାନ ଆହରଣ କରି ଆସୁଛି। ମୁଁ ପ୍ରଥମେ ଭାରୋତ୍ତୋଳନ କରିବାବେଳେ ସମସ୍ତେ ପ୍ରଶଂସା କରୁଥିଲେ। ତେଣୁ ମୋତେ କେବଳ ଭାରୋତ୍ତୋଳନ ବାର୍‌ ହିଁ ଦେଖା ଯାଉଥିଲା। ପ୍ରଦର୍ଶନ ଭିତ୍ତିରେ ମୁଁ ପଟିଆଲାସ୍ଥିତ ନ୍ୟାଶନାଲ କ୍ୟାମ୍ପକୁ ମନୋନୀତ ହୋଇଥିଲି ଏବଂ ସେଠାରୁ ଆଗକୁ ବଢ଼ୁଛି” ବୋଲି ସଙ୍କେତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳ ପାଇଁ ଖରାପ ଖବର: ଭାରତ ଫେରିଲେ ଏହି କ୍ରିକେଟର୍‌

ମେଲବୋର୍ନ,୩୧।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ବିଜୟ ହାସଲ କରିଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ହୋଇଛି। ଜାନୁଆରୀ ୭ରେ ତୃତୀୟ ଟେଷ୍ଟ...

ଆଉଟ୍‌ଡୋର୍‌‌ରେ ପ୍ରଥମେ ଟ୍ରେନିଂ ଆରମ୍ଭ କଲେ ଶାର୍ଦ୍ଦୁଳ

ପାଲ୍‌ଘର୍‌ (ମହାରାଷ୍ଟ୍ର), ୨୪ା୫: ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁର ଶନିବାର ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନାଭାଇରସ୍‌ଯୋଗୁ ଲକ୍‌ଡାଉନ୍‌ରେ ଦୁଇମାସ ଘରେ ରହିବା ପରେ ପ୍ରଥମ...

କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍‌ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍‌ ସାଇମନ କ୍ୟାଟିଚଙ୍କ ସହ...

ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ ବଡ ବୟାନ ଦେଲେ ଚେନ୍ନାଇ ଅଧିନାୟକ, ୨୦୦ତମ ମ୍ୟାଚ୍‌ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବିଜେତା ହେବା ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ରେ ପ୍ରଥମ ବିଜୟ ସ୍ବାଦ...

ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୦।୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗ ସଚିବ ବିଶାଲ ଦେବ ୪ର୍ଥ ବିଜୁ ପଟ୍ଟନାୟକ ହିମାଳୟାନ...

ବାଲ୍ୟ ବାନ୍ଧବୀଙ୍କୁ ଜୀବନସାଥୀ କରିଥିଲେ ରାହୁଲ…

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ଙ୍କୁ ସୋମବାର ୪୭ ବର୍ଷ ପୂରଣ ହୋଇଛି। ସେ ୪୮ରେ ପାଦ ଥାପିଛନ୍ତି। ୧୯୭୩ ଜାନୁୟାରୀ ୧୧ରେ ସେ ଇନ୍ଦୋରଠାରେ...

ଭାରତ-ବାଂଲାଦେଶ ତୃତୀୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ନାଗପୁର,୧୦।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦଳ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ...

ବ୍ରାଜିଲ ଟେନିସ ଖେଳାଳି ଆଜୀବନ ବାସନ୍ଦ

ମେଲବୋର୍ନ,୨୫।୧(ଏଏଫ୍‌ପି)- ପୂର୍ବତନ ଟପ୍‌ ୧୦୦ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଜୋଆଓ ସୋଉଜାଙ୍କୁ ଆଜୀବନ ବାସନ୍ଦାଦେଶରେ ଦଣ୍ଡିତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ...

Advertisement


Archives

Model This Week