ଜାତୀୟସ୍ତରରେ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବ ସମ୍ମାନିତ

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ରୋଡରେ ଥିବା ଜୟଦୁର୍ଗା ହାଇସ୍କୁଲର ପଠାଣୀ ସାମନ୍ତ ବିଜ୍ଞାନ କ୍ଲବ ଜାତୀୟସ୍ତରରେ ସମ୍ମାନିତ ହୋଇଛି।
୨୦୧୮ ବର୍ଷ ପାଇଁ ଓଡ଼ିଶାର ଆଠଟି ବିଜ୍ଞାନ କ୍ଲବ ସହ ନର୍ଲା ରୋଡ ଜୟଦୁର୍ଗା ହାଇସ୍କୁଲକୁ ଏପରି ସମ୍ମାନ ମିଳିଛି। ଏହି ସ୍କୁଲ ବିଜ୍ଞାନ କ୍ଲବର ସଫଳତା ପାଇଁ ଅଗଷ୍ଟ ୧୩ ତାରିଖରେ ଗୁଜୁରାଟର ରାଜକୋଟଠାରେ ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ତଥା ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବର ଉପଦେଷ୍ଟା ସନ୍ତୋଷ କରଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବ ଗୁଜୁରାଟ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୂଡାସମା ଯୋଗେ ଦେଇଥିବା ବେଳେ ବିଜ୍ଞାନ ପ୍ରସାରର ନିର୍ଦ୍ଦେଶକ ନକୁଳ ପରାସର ଓ ବୈଜ୍ଞାନିକ ଅରବିନ୍ଦ ରାନାଡେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯୫୭ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୭୭ ଲକ୍ଷ ଭୋଟର

ଧର୍ମଶାଳା,୧୪ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ବ୍ଲକର ୪୫ ପଞ୍ଚାୟତରେ...

ମେଡିକାଲ କଲେଜକୁ କଲେ ଶରୀର ଦାନ

ବଲାଙ୍ଗୀର ଅଫିସ, ୨୩ା୨: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଫର୍ମାସିଷ୍ଟ ଶୁଭେନ୍ଦ୍ର ନେପାକ ଚାକିରିରୁ ଅବସର ଗ୍ରହଣ ପରେ ଦେଖାଇଛନ୍ତି ମହତାଦର୍ଶ।...

୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି

ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ...

ବନ୍ୟାସ୍ଥିତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଭଦ୍ରକ ଅଫିସ,୨୮ା୮: ବୈତରଣୀରେ ସୃଷ୍ଟି ହୋଇଥିବା ବନ୍ୟାର ସ୍ଥତିି ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ। ବୈତରଣୀରେ ବନ୍ୟା ଯୋଗୁ...

ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟ

ବାଲିଗୁଡ଼ା,୧୩।୬ (ଡି.ଏନ.ଏ.): ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ୱ ସ୍ମରଣୀୟ।...

କଟକରୁ ଚିହ୍ନଟ ହେଲେ ଆଉ ୫୬ କରୋନା ଆକ୍ରାନ୍ତ: ଅଛନ୍ତି ଖ୍ରୀଷ୍ଟିଆନ୍‌ ସାହିରୁ ୨୫

କଟକ ଅଫିସ,୨୯।୭: କଟକ ସହରରେ ବୁଧବାର ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି।...

ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା।...

ପତ୍ନୀଙ୍କୁ ପୋଡି ମାରିବା ପରେ ବିଷ ପିଇଲେ ସ୍ବାମୀ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାହାନଗା, ୧୧ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଳାମ୍ବର ମଳିକ(୪୮) ତାଙ୍କ ସ୍ତ୍ରୀଙ୍କୁ ଧାନ ବିଲରେ ମାଡ ମାରି...

Advertisement
Archives

Model This Week