ଜାଡେଜା ଶ୍ରେଷ୍ଠ ଭାରତୀୟ ଫିଲ୍ଡର: ହଗ୍‌

ସିଡ୍‌ନୀ,୧୩।୪: କରୋନା ଭାଇରସର ଆତଙ୍କ ଚାଲୁ ରହିଥିବା ବେଳେ ସାରା ବିଶ୍ୱ ଏବେ ସ୍ଥିର ହୋଇଯାଇଛି। ତେବେ ଅଷ୍ଟ୍ରେଲିଆ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। କୋଭିଡ୍‌-୧୯ କାରଣରୁ ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। କିନ୍ତୁ ଏହି ସମୟରେ ହଗ୍‌ ଟୁଇଟରରେ ବେଶ୍‌ ବ୍ୟସ୍ତ ରହି କ୍ରିକେଟ ପ୍ରଶଂସକଙ୍କ ମନୋରଞ୍ଜନ କରିଛନ୍ତି। ଏବେ ସେ ଭାରତୀୟ କ୍ରିକେଟ ଦଳର ଶ୍ରେଷ୍ଠ ଫିଲ୍ଡରଙ୍କ ବିଷୟରେ ନିଜର ମତ ପୋଷଣ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କୁ ସେ ଭାରତର ଶ୍ରେଷ୍ଠ ଫିଲ୍ଡର ଭାବେ ବିବେଚନା କରିଛନ୍ତି। ଟୁଇଟରରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହି କଥା କହିଛନ୍ତି। ବିରାଟ କୋହଲି, ସୁରେଶ ରାଇନା, ଯୁବରାଜ ସିଂଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫିଲ୍ଡର ବୋଲି ପ୍ରଶ୍ନ କରାଯାଇଥିଲା। ତେବେ ସେ ଏହି ୪ଜଣଙ୍କୁ ପଛରେ ପକାଇ ଜାଡେଜାଙ୍କୁ ଶ୍ରେଷ୍ଠ ଫିଲ୍ଡର ବୋଲି କହିଛନ୍ତି। ଜାଡେଜାଙ୍କ ଥ୍ରୋ ଉଚ୍ଚକୋଟୀର। ଫିଟ୍‌ ରହିବା ପାଇଁ ଜାଡେଜା ସବୁ ପ୍ରକାର ଟ୍ରେନିଂ କରୁଛନ୍ତି। ତେବେ ସେ ବହୁ ପାରିମାଣରେ ଓଜନ ଉଠାଇବାକୁ ପସନ୍ଦ କରି ନ ଥାନ୍ତି। ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜାଡେଜା ଭାରତର ଶ୍ରେଷ୍ଠ ଫିଲ୍ଡର ବୋଲି ହଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସହ ମିଶି ନୃତ୍ୟ କଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଟର କୃଣାଲ ପାଣ୍ଡ୍ୟା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଯୋଡି ହୋଇଛନ୍ତି। ନିକଟରେ କ୍ରୁଣାଲ ସ୍ତ୍ରୀ ପନଖୁରି ଶର୍ମାଙ୍କ ସହ...

ଆଇସିସି ବିଶ୍ୱକପ: ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ଅଭିଯାନ ଶେଷ

ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା...

ଫ୍ରେଞ୍ଚ୍‌ ଓପନ ଟେନିସ: ସିତ୍‌ସିପାସଙ୍କ ବିଜୟ ଅଭିଯାନ

ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍‌ସିପାସ, ଡାନିଲ ମେଡ୍‌ଭେଡେଭ୍‌, ଜାନିକ ସିନେର ପ୍ରମୁଖ...

ଗତ ୮ ଇନିଂସରେ କରିଛନ୍ତି ମାତ୍ର ୮୬ ରନ୍‌

ନୂଆଦିଲ୍ଲୀ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ମୁକାବିଳାରେ ପନ୍ତ...

ବୋଟାସ ଦ୍ରୁତତମ

ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ...

୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ...

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪...

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ...

Advertisement
Archives

Model This Week