Posted inଜାତୀୟ

ଜମ୍ମୁ-କଶ୍ମୀରରେ ଦୁର୍ଗାପୂଜା ପାଳିଲେ ବେଙ୍ଗଲି ସମ୍ପ୍ରଦାୟର ଲୋକେ

ଜମ୍ମୁ,୬।୧୦: ସାରା ଦେଶରେ ନବରାତ୍ରୀ ଅବସରରେ ଦୁର୍ଗା ମା’ଙ୍କ ପୂଜା ଖୁବ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ହେଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏଠାକାର ପରିବେଶ କିଛି ଠିକ୍‌ ନ ଥିବା କୁହାଯାଉଛି। ଏହାରି ଭିତରେ ବି ସେଠାରେ ଥିବା ଭାରତୀୟମାନେ ଦୁର୍ଗାଷ୍ଟମୀ ପାଳନ କରିବା ଦେଖିବାକୁ ମିଳିଛି। ଏହି ଅବସରରେ ସେଠାରେ ଥିବା ବେଙ୍ଗଲିମାନେ ସକାଳୁ ସକାଳୁ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ମାତ୍ର ୧୦ ଘଣ୍ଟାରେ ପହଞ୍ଚିହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୨୦।୬: ଆଗାମୀ ୪ ବର୍ଷ ମଧ୍ୟରେ ଭାରତୀୟ ରେଲଓ୍ବେ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ୫ ଘଣ୍ଟା କମ୍‌ କରିଦେବାକୁ ଚିନ୍ତା କରିଛି। ତେବେ ଦିଲ୍ଲୀରୁ...

ଏକଜୁଟ୍‌ ହେଲେ ବିରୋଧୀ

ନୂଆଦିଲ୍ଲୀ,୨୫।୯: ପୂର୍ବତନ ଉପପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଚୌଧରୀ ଦେବୀ ଲାଲଙ୍କ ୧୦୯ତମ ଜନ୍ମ ବାର୍ଷିକୀରେ ଭାରତୀୟ ଜାତୀୟ ଲୋକ ଦଳ ରବିବାର ଫତେହାବାଦରେ ଏକ ସମ୍ମାନ ଦିବସ...

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ଦଳର ମୁଖ୍ୟ କରିବାକୁ ଦାବି କରାଯାଇଛି। ଆସାମର କଂଗ୍ରେସ ଏମ୍‌ପି...

ଅଗଷ୍ଟରେ ତୃତୀୟ ଲହର, ଆଇଆଇଟି କାନପୁର ଦେଲା ଚେତାବନୀ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଚେତାବନୀ ଦେଇଛି ଆଇଆଇଟି କାନପୁର। ଦେଶରେ...

କଂଗ୍ରେସ ସହିତ ବୁଡ଼ିବାକୁ ଚାହେଁନା, ପିକେଙ୍କ ମନ୍ତବ୍ୟ…

ବୈଶାଳୀ, ୩୧।୫ : କିଛି ଦିନ ତଳେ କଂଗ୍ରେସରେ ଯୋଗଦେବାକୁ ଆସିଥିବା ଏବଂ ଦଳର ସଫଳତା ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିବା ନିର୍ବାଚନ ରଣନୀତିକାର...

‘ଯଦି ଚମତ୍କାରୀ ଶକ୍ତି ଅଛି ତେବେ ପ୍ରମାଣ କରନ୍ତୁ ଧିରେନ୍ଦ୍ର ଶାସ୍ତ୍ରୀ’: କଂଗ୍ରେସ

ନୂଆଦିଲ୍ଲୀ,୨୧ ।୧: ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର...

ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ନୀରବ ଦ୍ରଷ୍ଟା ସାଜିଛନ୍ତି ମାନବାଧିକାର କମିଶନ, ବିଚାରପତି ଲୋକୁର…

ନୂଆଦିଲ୍ଲୀ,୧।୧୧: ଦେଶରେ ବିଭିନ୍ନ ସମୟରେ ହେଉଥିବା ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ଜାତୀୟ ତଥା ରାଜ୍ୟ ମାନବାଧିକାର କମିଶନ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଏଭଳି ସଂସ୍ଥାର କୌଣସି...

କର୍ନାଟକ ଭାଜପାରେ ଫାଟ!

ବେଙ୍ଗାଲୁରୁ,୨୫।୧୨: କର୍ନାଟକ ଭାଜପାରେ ଫାଟ ସୃଷ୍ଟି ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜି. ଜନାର୍ଦ୍ଦନ ରେଡ୍ଡୀ ଦଳଠାରୁ ଅଲଗା ହୋଇଯାଇଛନ୍ତି। ରବିବାର ସେ...

Advertisement
Archives

Model This Week