Posted inଜାତୀୟ

ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୨୩।୬: ଆସନ୍ତା ବର୍ଷଠାରୁ ସିବିଏସ୍‌ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ଦ୍ୱାଦଶ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ଉଚ୍ଚ ଶିକ୍ଷା ସବୁ ପିଲାଙ୍କର ଅଧିକାର। ତେଣୁ ସରାକାର ଏମାନଙ୍କୁ ସହାୟତା ଯୋଗାଇ ଦେବେ। ଏହାସହ ଖୁବ୍‌ଶୀଘ୍ର ନିଟ୍‌ ଓ ଜେଇଇ ଛାତ୍ରୀଛାତ୍ରଙ୍କ ପାଇଁ ସରକାର କୋଚିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବାକୁ ଯାଉଥିବା ପ୍ରକାଶ କରିଛନ୍ତି ସିସୋଦିଆ। ଏହାପରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାମାନଙ୍କର ସ୍କଲାରସିପ୍‌ ବୃଦ୍ଧି କରାଯିବା ସହ ପରିବାର ଆୟର ନିୟମକୁ ମଧ୍ୟ ଉଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର...

ସିଏଏକୁ ନେଇ ଆସାମରେ ଶାହାଙ୍କୁ କଳା ପତାକା ପ୍ରଦର୍ଶନ

ଗୁଆହାଟି, ୨୫।୧: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅସାମ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ ସହିତ ମଶାଲ...

ନ୍ୟାୟ ପାଇଁ ନୁହେଁ ରାଜନୀତି କରିବାକୁ ହାଥରସ ଯାଉଛନ୍ତି ରାହୁଲ: ଇରାନି

ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଟିଏ ପଟେ ପୀଡ଼ିତାଙ୍କ ପରିବାର ଭିନ୍ନ ଭିନ୍ନ...

ଆଇଏସ୍‌ ପାଇଁ କାମ କରୁଛନ୍ତି ଭାଜପା, ବଜରଙ୍ଗ ଦଳ କର୍ମୀ: ଦିଗ୍‌ବିଜୟ

ନୁଆଦିଲ୍ଲୀ,୬।୧୦: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବଜରଙ୍ଗ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଏମାନେ ପାକିସ୍ତାନର ଆତଙ୍କବାଦୀ...

ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଅଣାଯିବ ଦୁଇ ସନ୍ତାନ ଆଇନ: ଭାଗଓ୍ବତ

ଲକ୍ଷ୍ନୌ, ୧୮।୧: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।...

ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୨୪

ନୂଆଦିଲ୍ଲୀ,୨୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା କବଳକୁ ନେଇ ସାରିଲାଣି। ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସମୟ...

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ...

Play 250+ Trending Games
Archives

Model This Week

Why Dharitri