ଚୋରାବାଲି କାରବାର ଉପରେ ଲାଗିଲା ରୋକ୍‌: ନିଷିଦ୍ଧାଞ୍ଚଳ ଘୋଷଣା , ଖୋଳାଗଲା ଟ୍ରେଞ୍ଜ

ଚମ୍ପୁଆ, ୧୨ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରାଜସ୍ବ ବିଭାଗ ଅଧୀନରେ ରହିଥିବା ଚୋରା ବାଲିଉତ୍ସଗୁଡିକରୁ ନିୟମିତ ଚୋରା ବାଲିଚାଲାଣ ହେଉଥିବା ଜଣାପଡିବା ପରେ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଚୋରା ବାଲି କାରବାର ହେଉଥିବା ରାସ୍ତାଗୁଡିକରେ ବାଲି ବୋଝେଇ ଗାଡିଗୁଡିକ ଯାତାୟାତ ନ କରିବା ପାଇଁ ଟ୍ରେଞ୍ଚ ଖୋଳାଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ସୂଚନାଫଳକ ଲଗାଯାଇଛି।
ଚମ୍ପୁଆ ତହସିଲ ଅଧୀନରେ ଥିବା ମେର୍ମେଦା, ଗୋପୀନାଥପୁର, ଶଶାଙ୍ଗ, ଲକ୍ଷ୍ମୀପଶିରେ ବାଲି ମାଫିଆମାନେ ରାତିରେ ବାଲିଚାଲାଣ କରୁଥିବା ବେଳେ ତହସିଲ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଛି। ଏହାସତ୍ତ୍ୱେ ମାଫିଆମାନେ ତହସିଲ ବିଭାଗକୁ ଚକ୍‌ମା ଦେଇ ଅନାୟାଶରେ ଏହି କାରବାର କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ରେ ଓଏଚ୍‌ଆରସିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର, ୨୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏନ୍‌ଏଚ୍‌ ୪୯ର ତଦନ୍ତ ଆସନ୍ତା ୨୪ ତାରିଖରେ କରାଯିବ। ଏନେଇ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଚିଠି...

ଅଚଳ ହେବାକୁ ବସିଛି ଖୁଚୁରା ଟଙ୍କା

ରାଇସୁଅଁ।, ୧୮।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଖୁଚୁରା ଟଙ୍କା ଅଚଳ ନେଇ ଗୁଜବ ଥମିବାର ନଁ। ଧରୁନି। ଏଭଳି ଗୁଜବ ଯୋଗୁ ଧୀରେ ଧୀରେ...

ଟ୍ରାଫିକ ବ୍ୟବସ୍ଥା ସୁଧାର ନେଇ ଜିଲାପାଳଙ୍କ ବୈଠକ

ଯୋଡା,୯।୮(ଡି.ଏନ୍‌.ଏ.): ଯୋଡା ପୌରପାଳିକା ସଭାଗୃହରେ ଜିଲାପାଳ ଆଶିଷ ଠାକ୍‌ରେ ଓ ଚମ୍ପୁଆ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଆନ୍ଦୋଳନ

କେନ୍ଦୁଝର,୪।୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଧଳପୁର ଗ୍ରାମର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ଦାବିରେ ଏବଂ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଧଳପୁର ଗ୍ରାମର ଅଭିଭାବକ...

ଯକ୍ଷ୍ମା ରୋଗୀଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରୁ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ସେ ସୁନ୍ଦରଗଡ ଜିଲା...

କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ...

୭ ଦଫା ଦାବି ନେଇ ଖଣି, କାରଖାନା ଘେରିଲେ

ଯୋଡ଼ା, ୨।୩(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତବାସୀ ୭ ଦଫା ଦାବି କରି ସୋମବାର ଶାରଦା ଖଣି ଓ ଜିନ୍ଦଲ କାରଖାନାକୁ ଘେରିଛନ୍ତି।...

ଖବରଦାତାଙ୍କୁ ମାଡ଼ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ପାଟଣା,୨୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମପାଟଣା ପ୍ରେସ କ୍ଲବ ତରଫରୁ ସୋମବାର କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ପୋଲିସର ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।...

Advertisement
Archives

Model This Week