ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ

ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି ଘଣା ବୁଲାଇ ଗୁଡ କରିଆସୁଥିଲେ। ଚିନିକଳ ହେବା ପରେ ୧୯୮୦ ପରଠାରୁ ଗୁଡକୁ ଭୁଲି ଚିନିକଳକୁ ଆଖୁ ବିକ୍ରି କରୁଥିଲେ। କେବଳ ନୟାଗଡ଼ ନୁହେଁ ଆଖପାଖ କଟକ, ଖୋର୍ଦ୍ଧା ଜିଲାର ଚାଷୀ ବି ନୟାଗଡ଼ ଚିନିକଳ ଉପରେ ନିର୍ଭର କରୁଥିଲେ। ହେଲେ ଚିନିକଳ ବନ୍ଦ ପରେ ଆଖୁ ଚାଷର ସ୍ଥାନ ଏବେ ଧାନ ଓ ଅନ୍ୟାନ୍ୟ ଫସଲ ନେଇଛି। ଆଉ କିଛି ଜମି ପଡିଆ ପଡିଛି। ଚାଷୀଙ୍କ ରୋଜଗାର ହ୍ରାସ ପାଇଛି । କିଛି ଚାଷୀ ରୋଜଗାର ଆଶାରେ ଗଁ। ଛାଡି ଦାଦନ ପଳାଇଛନ୍ତି। ଆଉ ସ୍ବଳ୍ପ ଚାଷୀ ଚାଷକୁ ବଞ୍ଚାଇ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ,…

ନବୀନଙ୍କୁ ବଡ଼ ଝଟକା: ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ୩ ନେତା, ରାଜନୀତିରେ ହଇଚଇ

କଟକ,୪।୬(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ମେ’ରୁ ୨୦୨୬ ମେ’ ମଧ୍ୟରେ ବିଜେଡିର ବହୁ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଏଥିରେ କଟକର ବହୁ ପୁରୁଖା ନେତା ରହିଛନ୍ତି। ପୂର୍ବରୁ…

ଥାଇଲାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ, ଦରମା ଦେଉନି କମ୍ପାନୀ, ଭୋକ ଉପାସରେ ରହି…

ରାଜକନିକା,୪ା୬(ସଞ୍ଜୟ କୁମାର ଦାଶ): ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ନୁହେଁ ଦେଶାନ୍ତର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ଓଡିଆ ଶ୍ରମିକ। ବାହାର ଦେଶରେ ଶ୍ରମିକ ଭାବେ…

୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ…

ଭୋଟର କାର୍ଡ ସଂଶୋଧନ ପାଇଁ ଯାଇଥିବାବେଳେ ବିଏଲଓଙ୍କୁ ଠେଲାପେଲା କଲେ ଗାଁ ଲୋକେ, ତହସିଲଦାର ପହଞ୍ଚି….

ପାଟଣା,୪।୬(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଥାନା ବେଗନା ଗାଁରେ ଭୋଟର କାର୍ଡ ଠିକଣା ସଂଶୋଧନକୁ ନେଇ ଗୁରୁବାର ତିବ୍ର ଉତ୍ତେଜନା ଦେଖାଦେଇଛି ।…

ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍‌ ଗଲେ ବାପ-ପୁଅ

ଦିଗପହଣ୍ଡି,୪ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର କେ.ଜୟରାମ ଦୋରା ଏବଂ ରବୀନ୍ଦ୍ର ନାହାକ ଦୁଇ ପଡ଼ୋଶୀ। ଘର କାନ୍ଥରେ ଲୁଗା ଶୁଖାଇବାକୁ…

ଦିଦିଙ୍କ ସବୁଠୁ ମଜଭୁତ ଗଡ଼ରେ ଫାଟ! ଏହି ୧୭ ବିଧାୟକ ସ୍ଥିର କରିବେ ମମତାଙ୍କ ରାଜନୈତିକ ଭବିଷ୍ୟତ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତି ପ୍ରାୟତଃ ବିଦ୍ରୋହ, ଗୋଷ୍ଠୀବାଦ ଏବଂ ନେତା ପରିବର୍ତ୍ତନର ମଧ୍ୟ ସାକ୍ଷୀ ହୋଇଛି। କିନ୍ତୁ ଏଥର, ଏହା କେବଳ ଅସନ୍ତୋଷର ବିଷୟ ନୁହେଁ। ତୃଣମୂଳ…

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri