ଚାକିରିଦେବା ନାଁରେ ଯୁବତୀଙ୍କୁ ବଳାତ୍କାର: ଫାଇନାନ୍ସ କମ୍ପାନୀର ରାଜ୍ୟ ମୁଖ୍ୟ ଗିରଫ

କଟକ ରୋଡ,୩।୯(ଡି.ଏନ୍‌.ଏ.): କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଚାକିରି ଦେବା ନାଁରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଛତିଶଗଡ଼ ରାଜ୍ୟ ରାୟପୁର ଅଞ୍ଚଳରେ ସତ୍ୟ ମାଇକ୍ରୋ କ୍ୟାପିଟାଲ ଲିମିଟେଡ ନାମକ ଏକ ସଂସ୍ଥା ରହିଛି। ଯେଉଁଥିରେ କି ଉତ୍ତର ପ୍ରଦେଶ ଜିଲା ଭାପୁର, ସିଙ୍ଗନପୁର ଅଞ୍ଚଳର ଜୟ କୁମାର ରାଜ୍ୟ ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି। ଉକ୍ତ ସଂସ୍ଥାରେ ବଳାତ୍କାରର ଶିକାର ହୋଇଥିବା ଯୁବତୀ ଜଣକ ମଧ୍ୟ ଜଣେ କର୍ମଚାରୀ ଥିଲେ। ତେବେ ଗତ ୪ ମାସ ପୂର୍ବେ ଯୁବତୀ ଜଣକ ସେଠାରୁ ଚାକିରି ଛାଡିଦେଇଥିଲେ। ପୁନର୍ବାର ଚାକିରି ପାଇଁ ସେ ଜୟ କୁମାରଙ୍କୁ ଯୋଗାଯୋଗ କରିଥିଲେ। ଚାକିରି ଦେବା ନାଁରେ ଜୟ ଯୁବତୀଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ଲଜିଂକୁ ଡାକିଥିଲେ। ଯୁବତୀ ଓ ତାଙ୍କର ଜଣେ ସାଙ୍ଗ ଗତ ୧ ତାରିଖରେ ସେଠାକୁ ଆସିଥିଲେ। ସେଠାରେ ଜୟ କୁମାର ଯୁବତୀଙ୍କ ଇଣ୍ଟରବ୍ୟୁ ନେବାପରେ ଚାକିରି ନିଶ୍ଚିତ ହୋଇଯିବା କହି ବଳାତ୍କାର କରିଥିଲେ। ଏ ନେଇ ଯୁବତୀ ଜଣକ ୨ ତାରିଖରେ ଥାନାରେ ଅଭିଯୋଗ କରିଥିବା ବେଳେ ମଙ୍ଗଳବାର ପୋଲିସ ମାମଲା ନଂ. ୨୪୦/୧୯ ଦଫା ୩୭୬ରେ ଅଭିଯୁକ୍ତ ଜୟଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଜଙ୍ଗଲରେ ବିରଳ କଳା ବାଘ: କ୍ୟାମେରାରେ କଏଦ ହେଲା ଫଟୋ

ଭୁବନେଶ୍ୱର,୫।୧୧(ବ୍ୟୁରୋ)- ଓଡିଶା ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ବିରଳ ବାଘ। ବାଘ ଶରୀରରେ କଳା କଳା ଦାଗ ରହିଥିବା କ୍ୟାମେରାରେ କଏଦ ହୋଇଛି। ବୈଜ୍ଞାନିକଙ୍କ କହିବାନୁଯାୟୀ,...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୮,୬୬୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ:କଳା ପାସ୍‌ ହାର ୭୧%, ବିଜ୍ଞାନ ୯୨%, ବାଣିଜ୍ୟ ୮୩%

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଳାରେ ମୋଟ ୨୨,୭୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧,୬୨୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ...

ସନ୍ଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର: ବିଏମ୍‌ସି କମିଶନର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌। ଏଥିପାଇଁ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ତେବେ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଆଜି ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉ ଥିବା ବେଳେ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୁରୁତର ରୋଗୀଙ୍କୁ ମେଡିକାଲ ସୁବିଧା ଯୋଗାଇବାକୁ ପୁଣିଥରେ...

ମାହାଙ୍ଗା ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କଟକ ପୂର୍ତ୍ତ ଡିଭିଜନ-୨ ଅନ୍ତର୍ଗତ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ସେକ୍ସନରେ ହୋଇଥିବା ରାସ୍ତା ନିର୍ମାଣ ଟେଣ୍ଡର ଦୁର୍ନୀତିର ତଦନ୍ତ କରିବାକୁ ଲୋକାୟୁକ୍ତ ବୁଧବାର ଭିଜିଲାନ୍ସକୁ...

ଭିସା ଷ୍ଟିଲ୍‌କୁ ସୁରକ୍ଷା ଦେଉଛି ଏସ୍‌ପିସିବି

ଯାଜପୁର ଅଫିସ୍‌/ଯାଜପୁର ଟାଉନ (ଡି.ଏନ୍‌.ଏ), ୬।୬: କଳିଙ୍ଗନଗର ଭିସା ଷ୍ଟିଲ୍‌ କାରଖାନା ବର୍ଜ୍ୟଜଳରେ ସାଇନାଇଡ, ଫେନଲ, ହେକ୍ସାଭାଲେଣ୍ଟ କ୍ରୋମିୟମ ଆବଶ୍ୟକତାଠାରୁ ଅଧିକ ରହିଛି ବୋଲି ରାଜ୍ୟ...

ଖୋର୍ଦ୍ଧା ଜିଲାର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ଜାଣନ୍ତୁ କାହିଁକି

ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଉପଜିଲାପାଳ ଅଶୋକ ବେହୁରିଆ ସୋମବାର...

Advertisement
Archives

Model This Week