ଚର୍ଚ୍ଚାରେ ଟାଇଗରଙ୍କ ସେଲ୍‌ଫି

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଶୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏମିତିରେ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେବା ସହ ତାକୁ ଚର୍ଚ୍ଚା ହେଉଛି। ଏହି ଫଟୋରେ ଟାଇଗର୍‌ ବିନା ସର୍ଟରେ ଥିବାବେଳେ ତାଙ୍କ ବଡ଼ି ଦେଖିବାକୁ ମିଳୁଛି। ହେଲେ ତାଙ୍କ ମୁହଁରେ ଏକ ଇମୋଜି ରହିଛି। ବୋଧହୁଏ ଟାଇଗର ଆଗାମୀ ସିନେମା ପାଇଁ ତାଙ୍କର ଏହି ନୂଆ ଲୁକ୍‌ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ସେଲ୍‌ଫି ଫଟୋଟିକୁ ଶେୟାର କରିବା ସହ ‘ବାଗୀ-୩ର ଦ୍ୱିତୀୟ ଦିନ’ ବୋଲି ଟାଇଗର ଲେଖିଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍‌ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ...

ଏହି ଗାୟିକାଙ୍କ ଦିଓ୍ବାନା ଥିଲେ ମହାତ୍ମା ଗାନ୍ଧୀ, ନେହେରୁ

କର୍ନାଟକ ସଙ୍ଗୀତ ଜଗତରେ ଏମଏସ ସୁବୁଲକ୍ଷ୍ମୀ ଏକ ଅବିସ୍ମରଣୀୟ ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କର ପୁଣ୍ୟତିଥି। ପୁରୁଷ ପ୍ରଧାନ ସମାଜରେ ସୁବୁଲକ୍ଷ୍ମୀ ନିଜ ସ୍ବରର...

ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

କରୋନାରୁ ରକ୍ଷା କରିବ ମାଗଣାରେ ମିଳୁଥିବା ଏହି ଔଷଧ: ସୁସ୍ମିତା

ବମ୍ବେ: ସାରା ବିଶ୍ୱ ଏବେ ଘାତକ କରୋନା ଭୂତାଣୁ କବଳରେ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା...

ନିକ୍‌ଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି

ମୁମ୍ବାଇ: ସୋସିଆଲ ମିଡିଆରେ ଆଉ କାହାର ପ୍ରୋଫାଇଲ୍‌ ଚେକ୍‌ କରିବା ଅଭ୍ୟାସ ଆମ ସମସ୍ତଙ୍କର ରହିଛି। ଆପଣଙ୍କୁ ମଧ୍ୟ କେହି ଜଣେ ଭଲ ଲାଗିଲେ, କାହାକୁ...

ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ମହାନାୟକ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦଶନ୍ଧିର ମହାନାୟକ କୁହାଯାଏ। ଅଭିନୟ ପ୍ରତି ତାଙ୍କ ପ୍ରତିଶ୍ରୁତିବଦ୍ଧତା ଦେଖି ତାଙ୍କୁ ଏହି ଆଖ୍ୟା ଦିଆଯାଇଛି। ଅମିତାଭଙ୍କୁ ୭୭ ବର୍ଷ...

ବଲିଉଡ୍‌ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍‌ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର

ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍‌ରେ ଏକାଧିକ ହିଟ୍‌ ଫିଲ୍ମରେ...

କରୋନାରେ ସଂକ୍ରମିତ ହେଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ଖବର ଆସିଥିଲା କି ହିମାଂଶଙ୍କ ମାତା-ପିତା ଓ...

Coronavirus Update

Archives

Model This Week

Why Dharitri