ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ ନାସା ପକ୍ଷରୁ ସୋମବାର ବିଳମ୍ବିତ ରାତି ୧ଟା ୩୦ରେ ବିକ୍ରମ ଲ୍ୟାଣ୍ଡର ଭାଙ୍ଗିପଡ଼ିଥିବାର ଫଟୋ ଜାରି କରିଛି। ଏହି ଫଟୋକୁ ଚନ୍ଦ୍ରପୃଷ୍ଠରୁ ପ୍ରାୟ ଏକ କିଲୋମିଟର ଦୂରରୁ ଉତ୍ତୋଳନ କରାଯାଇଛି ବୋଲି ନାସା ଟୁଇଟ୍‌ କରି ଜଣାଇଛି। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ମାଡ଼ ହେବାରୁ କିଛି ମାଟି ଧସି ଯାଇଥିବା ଫଟୋରେ ଦର୍ଶାଯାଇଛି। ଇସ୍ରୋ ପକ୍ଷରୁ ଏନେଇ ନାସା ସହିତ ଯୋଗାଯୋଗ କରାଯାଇଛି। ନାସା ଇସ୍ରୋକୁ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଭା ଉଦ୍‌ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର

କିନ୍‌ଶାସା, ୩୦ା୫: ଆଗ୍ନେୟ ଉଦ୍‌ଗିରଣ ଆଶଙ୍କାରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (ଡିଆର୍‌ସି)ର ଗୋମାରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନାଇରାଗୋଙ୍ଗୋ...

ଜିନପିଙ୍ଗଙ୍କୁ ନଜର ବନ୍ଦୀ ନେଇ ଚର୍ଚ୍ଚା…

ବେଜିଂ, ୨୪।୯ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ନଜର ବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଚାଇନା ସୈନ୍ୟବାହିନୀ ତାଙ୍କୁ...

ଫେସ୍‌ବୁକ୍‌-ଇନଷ୍ଟାଗ୍ରାମ୍‌ ସେବା ବନ୍ଦ ହେବା ଆଶଙ୍କା ଘନେଇଲା…

ଓ୍ବାଶିଂଟନ, ୭।୨ : ଗତ ବର୍ଷ ଅକ୍ଟୋବରରେ ଫେସବୁକର ନାମ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ କମ୍ପାନୀ ମେଟା ଭାବରେ ପରିଚିତି ହାସଲ କରିଥିଲା। ମେଟା...

ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ

ଷ୍ଟକ୍‌ହୋମ୍‌, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ...

ୟୁରୋପର ବୃହତ୍ତମ ଇସ୍ପାତ୍‌ କାରଖାନା ଧ୍ୱଂସ କଲା ରୁଷିଆ

କ୍ୱିଭ୍‌,୨୦।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରବିବାର ରୁଷିଆ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ କରିଛି। ମାରିଉପୋଲ ସହରରେ ଥିବା...

ପୁଟିନ୍‌ଙ୍କ ଚେତାବନୀ, ରୁଷିଆକୁ ଘେରିବା ପାଇଁ ୟୁକ୍ରେନ୍‌ର ବ୍ୟବହାର କରୁଛି ଆମେରିକା…

ନୂଆଦିଲ୍ଲୀ, ୨।୨: ୟୁକ୍ରେନ ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ରୁଷିଆକୁ...

ରୁଷିଆ କରିଡରକୁ ୟୁକ୍ରେନ୍‌ର ପ୍ରତ୍ୟାଖ୍ୟାନ

ମସ୍କୋ/କ୍ୱିଭ୍‌, ୮ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ସାଧାରଣ ନାଗରିକଙ୍କୁ ବାହାର କରିବା ନିମନ୍ତେ ରୁଷିଆ ମାନବୀୟ କରିଡର୍‌ ନିର୍ମାଣ ପାଇଁ ସୋମବାର ଘୋଷଣା କରିଛି। ଦୁଇ...

ହାତର ହକିକ୍‌ ମୁଦି ଏବଂ ପର୍ସରୁ ସୁଲେମାନିଙ୍କୁ କରାଗଲା ଚିହ୍ନଟ

ବାଗଦାଦ୍‌,୩।୧: ଆମେରିକା ପକ୍ଷରୁ ଇରାକ୍‌ର ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିଙ୍କ ସମତେ...

Advertisement
Archives

Model This Week