ଘରର ଏହି ସବୁ କାମ କରିନ୍ତି ଟାଇଗର

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ ଷ୍ଟାରମାନେ ଘରେ ଆରାମରେ ଜୀବନ କାଟୁଥିବା କୁହାଯାଏ। ଏମିତିକି ତାଙ୍କର ସବୁକାମ ପାଇଁ କେହି ନା କେହି ନିୟୋଜିତ ଥିବା ଦେଖିବାକୁ ମିଳେ। ଆଉ ଏମାନଙ୍କର ପ୍ରତିଟି କାମ କରିବାକୁ ବିଭିନ୍ନ ପ୍ରକାରର ବ୍ୟକ୍ତି ନିଯୁକ୍ତି ପାଇଥାଆନ୍ତି। ହେଲେ ବଲିଉଡ୍‌ ନାୟକ ଟାଇଗର ଶ୍ରର୍ଫ ଏମାନଙ୍କଠାରୁ ଟିକେ ଅଲଗା ଲାଗନ୍ତି। କାରଣ ସେ ନିଜ କାମ ନିଜେ କରିବା ସହ ଘରର କିଛି ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏବେ ଟାଇଗର ନିଜ ଘରର ସମସ୍ତ ବିଲ୍‌ ନିଜ ହାତରୁ ପଇଠ କରୁଥିବା କୁହନ୍ତି। ଯାହା ପୂର୍ବରୁ ତାଙ୍କ ପିତା ଜ୍ୟାକି ଶ୍ରର୍ଫ ପଇଠ ପରୁଥିଲେ ଏବେ ସେ ଦାୟିତ୍ୱ ନେଇଛନ୍ତି ଟାଇଗର। ନିକଟରେ ସେ ନିଜ ମାତାପିତାଙ୍କ ପାଇଁ ଏକ ଘର ମଧ୍ୟ କିଣିଛନ୍ତି। ଯାହା ତାଙ୍କର କର୍ତ୍ତବ୍ୟ ବୋଲି ସେ କୁହନ୍ତି। ସେ ଆହୁରି ମଧ୍ୟ କୁହନ୍ତି ତାଙ୍କ ସଫଳତା ପାଇଁ ମାତାପିତାଙ୍କ ଅବଦାନ ବହୁତ ଅଧିକ। ମୁଁ ଜୀବନରେ ମାତାପିତାଙ୍କ ପାଇଁ ଯେତେ କାମ କଲେ ମଧ୍ୟ ସେମାନଙ୍କ ଋଣ ସୁଝି ପାରିବି ନାହିଁ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri