Posted inଫୁରସତ

ଗୋଲଡେନ୍‌ ବ୍ଲଡ୍‌ ଗ୍ରୁପ୍‌ ଅତି ବିରଳ: ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ସାଧାରଣତଃ ୪ ଟି ବ୍ଲଡ୍‌ ଗ୍ରୁପ୍‌ର ଲୋକ ପୃଥିବୀରେ ରହିଥାନ୍ତି। ସେଥି ମଧ୍ୟରେ ଏ, ବି, ଏବି ତଥା ଓ ବ୍ରୁପ୍‌ ରହିଥାଏ। ଏହା ସହିତ ଅନ୍ୟ ଏକ ବିରଳ ଗ୍ରୁପ୍‌ ରହିଛି ତାହା ହେଉଛି ଆର୍‌ ଏଚ୍‌ ନଲ୍‌ ବ୍ଲଡ୍‌ ଗ୍ରୁପ୍‌। ଏହାକୁ ଗୋଲଡେନ୍‌ ବ୍ଳଡ୍‌ ଗ୍ରୁପ୍‌ କୁହାଯାଇଥାଏ। ଚିକିତ୍ସା ବିଜ୍ଞାନରେ ଏହାକୁ ରିସସ୍‌ ନେଗେଟିଭ୍‌ ଗ୍ରୁପ୍‌ କୁହାଯାଏ।  ଗତ ୫୨ ବର୍ଷ ମଧ୍ୟରେ ପୃଥିବୀର କେଳବ ୪୩ ଜଣ ଲୋକଙ୍କଠାରେ ଏହି ଗ୍ରୁପ୍‌ର ବ୍ଲଡ୍‌ ରହିଛି। ବ୍ଲଡ୍‌ରେ ଆଣ୍ଟିଜେନ୍‌ ପରିମାଣ କମ୍‌ ରହିଲେ ଏହାକୁ ବିରଳ ଗ୍ରୁପ୍‌ ବୋଲି କୁହାଯାଇଥାଏ। ଆଣ୍ଟିଜେନ୍‌ ଶରୀରରେ ଆଣ୍ଟିବଡି ତିଆରି କରିଥାଏ। ଆଣ୍ଟିବଡ଼ି ଦ୍ୱାରା ରୋଗପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ। ରେସସ୍‌ ନେଗେଟିଭ୍‌  ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ପରି ହୋଇଥାଏ। ତେବେ ସେମାନଙ୍କୁ ନିଜ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିଥାଏ। ସେମାନେ ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ଡୋନର ଭାବେ କାର୍ଯ୍ୟ କରିଥାନ୍ତି। ତେବେ ସେମାନଙ୍କ ପାଇଁ ଡୋନର୍‌ ମିଳିବାରେ ଅସୁବିଧା ଦେଖା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘାରିଛି ରିଲ୍ସ ନିଶା: ଟ୍ରେନ୍‌ ଆସିବା କ୍ଷଣି ସିଧା ଟ୍ରାକ୍‌ରେ ଶୋଇପଡ଼ିଲା ନାବାଳକ, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଅଧିକାଂଶ ଲୋକଙ୍କୁ ରିଲ୍ସ ନିଶା ଘାରିଛି। ଏହି ନିଶାରେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉନାହାନ୍ତି ଲୋକେ। ଏମିତି ଏକ...

୧୧ ଝିଅଙ୍କ ବିବାହ ପାଇଁ ସାକ୍ଷାତକାରରେ ସାମିଲ ହେଲେ ୧୯୦୦ ଯୁବକ, ଦେଖନ୍ତୁ କେମିତି ହେଲା ଫାଇନାଲ

ଜୟପୁର,୫।୭: ରାଜସ୍ଥାନରେ, ୧୯୦୦ ଯୁବକ ୧୧ ଜଣ ଝିଅଙ୍କ ସହିତ ବିବାହ ପାଇଁ ଆବେଦନ କରିଥିଲେ, ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ଯୁବକମାନଙ୍କ ପରିବାର ଏବଂ ବ୍ୟବସାୟ...

ଫାଟିଲା ଜ୍ୱାଳାମୁଖୀ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କଥା ମନେପକାଇ ଲୋକେ ଭୟଭୀତ

ଟୋକିଓ,୫।୭: ବୁଧବାର (୨ ଜୁଲାଇ, ୨୦୨୫) ଅପରାହ୍ନରେ ଜାପାନର ମାଉଣ୍ଟ ସିନମୋଏଡାକେରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିଲା। ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଆକାଶରେ ଅନେକ ମିଟର ଉଚ୍ଚତା...

ଆପଣାନ୍ତୁ ଏହି ଦେଶୀ ଉପାୟ, ବର୍ଷା ଦିନେ ବି ମାସ ମାସ ଧରି ଖରାପ ହେବ ନାହିଁ ଆଳୁ-ପିଆଜ

ବର୍ଷା ଦିନେ ଆଳୁ-ପିଆଜ ସଢ଼ିଯିବାର ଭୟ ଥାଏ। ଏଥିପାଇଁ କୃଷକମାନେ ଏହାକୁ ଶୀଘ୍ର ବିକ୍ରି କରିଦେଇଥାନ୍ତି। ଫଳରେ ତାଙ୍କୁ କମ୍‌ ଦାମ ମିଳିଥାଏ। କ୍ଷତି ସହିବାକୁ...

ସତ ହୋଇଗଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୧୦୦୦ରୁ ଅଧିକ ଭୂକମ୍ପରେ ଥରିଲା ମାଟି, ସମୁଦ୍ରରେ…

ଟୋକିଓ, ୫।୭: ଜାପାନର ପ୍ରଖ୍ୟାତ ମାଙ୍ଗା କଳାକାର ରିୟୋ ତାତସୁକିଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ଏବେ ଆତଙ୍କ ସୃଷ୍ଟି କରିଛି। ତାଙ୍କର ୨୦୨୧ ମାଙ୍ଗା...

ଦେଖନ୍ତୁ ଚମତ୍କାର, ଏଠି ଝରଣାର ପାଣି ତଳକୁ ନୁହେଁ ଯାଉଛି ଉପରକୁ! ଭିଡିଓ ହେଉଛି ଭାଇରାଲ

ମୁମ୍ବାଇ: ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଦେଖିବା ପରେ ଆପଣଙ୍କ ମନ ବିଚଳିତ ହୋଇଯିବ ଏବଂ ଆପଣ ପ୍ରକୃତି ଦ୍ୱାରା ତିଆରି ନିୟମ...

Duplicate RC: ଡୁପ୍ଲିକେଟ୍‌ ଆର୍‌ସି କରିବାକୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ପ୍ରକ୍ରିୟା, ଫିସ୍‌, ଡକ୍ୟୁମେଣ୍ଟ ବିଷୟରେ ସବୁକିଛି..

ଦୁଇ ଚକିଆ ହେଉ ଅବା ଚାରି ଚକିଆ ଯାନ, ଏହାକୁ ଚଳାଇବା ଲାଗି ଲାଇସେନ୍ସ ସହ କିଛି କାଗଜପତ୍ରର ଆବଶ୍ୟକତା ରହିଥାଏ। ସେଥିରୁ ଗୋଯଇଏ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri