Posted inଜାତୀୟ

ଗୁଜରାଟରେ ବସ୍‌ ଓଲଟି ୨୧ ମୃତ

ଅହମଦାବାଦ,୧ା୧୦: ଗୁଜରାଟର ବନସକଣ୍ଠା ଜିଲାରେ ସୋମବାର ଏକ ବସ୍‌ ଓଲଟିପଡ଼ିବାରୁ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି। ଅମ୍ବାଜି ସହର ନିକଟବର୍ତ୍ତୀ ତ୍ରିଶୁଳିଆ ଘାଟଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ହେଉଥିବାରୁ ପାହାଡିଆ ରସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇଥିଲା। ଫଳରେ ୭୦ ଯାତ୍ରୀଙ୍କୁ ନେଇ ଯାଉଥିବା ଲକ୍‌ଜୁରୀ ଘରୋଇ ବସ୍‌ଟି ଓଲଟି ପଡିଥିଲା ବୋଲି ବନସ୍‌କଣ୍ଠା ଏସ୍‌ପି ଅଜିତ୍‌ ରାଜିଆନ୍‌ କହିଛନ୍ତି। ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ...

ଜି ୭: ଭାରତ ପାଇଁ କ’ଣ

ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍‌ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...

ଆତଙ୍କବାଦୀ ନିହତ, ଯବାନ ଶହୀଦ

ଶ୍ରୀନଗର,୯।୭: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅନୁପ୍ରବେଶବେଳେ ସେନା ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ...

ଭାଜପା-ଶିବସେନାର ସମ୍ପର୍କ ଆମିର-କିରଣଙ୍କ ସମ୍ପର୍କ ଭଳି: ସଞ୍ଜୟ ରାଉତ

ମୁମ୍ବାଇ,୫ ।୭: ମହାରାଷ୍ଟ୍ରରେ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଏକାଠି ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଶିବସେନା ନେତା ତଥା...

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆରମ୍ଭ ହେବ ଭାରତ-ରୁଷିଆ ବିମାନ ସେବା

ନୂଆଦିଲ୍ଲୀ,୬ ।୫: ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଏରୋଫ୍ଲୋଟ ଶୁକ୍ରବାରଠାରୁ ରୁଷିଆ-ଭାରତ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ କରିବ । ଏରୋଫ୍ଲୋଟ କମ୍ପାନୀ ତା’ର...

ଜମ୍ମୁ-କଶ୍ମୀର ସ୍ଥିତି ପରଖିବାକୁ ପହଞ୍ଚିଲେ ୧୫ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୯।୧: ଜମ୍ମୁ-କଶ୍ମୀରର ସ୍ଥିତି ପରଖିବାକୁ ୧୫ ରାଷ୍ଟ୍ରଦୂତ ଗୁରୁବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଏମାନେ ଜାନୁୟାରୀ ୯-୧୦ ଦୁଇଦିନ ଧରି କଶ୍ମୀରରେ ରହିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି...

ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ...

ଅପରାଧୀ-ପ୍ରଶାସନର ମଧୁଚନ୍ଦ୍ରିକା: ବିକାଶ ଦୁବେଙ୍କ ଗିରଫ ନାଟକ

ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ମଧ୍ୟପ୍ରଦେଶ ଉଜୈନର ମହାକାଳ ମନ୍ଦିରରୁ...

Advertisement
Archives

Model This Week