ଗାନ୍ଧିଜୀଙ୍କ ବିଚାରଧାରା ଆବଶ୍ୟକ

ଜାତିସଂଘ୨୯ା୨(ପି.ଟି.):ଦିଲ୍ଲୀ ଦଙ୍ଗା ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବାସ୍ତବ ସାମ୍ପ୍ରଦାୟିକ ସଦ୍ଭାବ ଫେରାଇ ଆଣିବାରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାର ଅଧିକ ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ହିଂସାରୁ ଦୂରେଇ ରହିବା ଲାଗି ସର୍ବାଧିକ ଧୈର୍ଯ୍ୟ ରଖିବା ଲାଗି ଗୁଟେରେସ୍‌ ଦିଲ୍ଲୀବାସୀଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍‌ ସୃଷ୍ଟି...

ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର

ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା...

ବିଶ୍ୱର ୧୦% ଲୋକ ହୋଇପାରନ୍ତି ସଂକ୍ରମିତ

ଜେନିଭା,୬।୧୦: ମହାମାରୀ କରୋନା ବୋଲ ମାନୁନି। ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇବା ସହ ନିରୀହ ଲୋକଙ୍କ ଜୀବନ ନେଉଛି। ବିିଶ୍ୱର ପ୍ରାୟ ୧୦% ଲୋକ ଏହା ଦ୍ୱାରା...

ସେନା ବିମାନ ଦୁର୍ଘଟଣା: ୧୨ ମୃତ

ନାପିତାଉ,୧୦ା୬: ମ୍ୟାନ୍‌ମାର ସେନାର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ବିମାନଟି ରାଜଧାନୀ ନାପିତାଉରୁ...

କାବୁଲ ସେନା ହସ୍ପିଟାଲ ନିକଟରେ ବିସ୍ଫୋରଣ: ୧୯ ମୃତ, ୫୦ ଆହତ

କାବୁଲ,୨ ।୧୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣିଥରେ ବିସ୍ଫୋରଣର ଶବ୍ଦ ଶୁଭିଛି । ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ୧୯ଜଣଙ୍କ ମୃତ୍ୟୁ ହେବା ସହ ୫୦...

ଆଫଗାନିସ୍ତାନ ଛାଡିଲେ ବ୍ରିଟିଶ ସେନା

କାବୁଲ,୨୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାରେ ଥିବା ବ୍ରିଟିଶ ସେନାଙ୍କୁ ସରକାର ଫେରାଇ ନେଇଛନ୍ତି । ବ୍ରିଟେନ ସେନା ଯୁଦ୍ଧଗ୍ରସ୍ତ...

କରୋନା ସଂକ୍ରମଣରେ ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ: ମୋଦି କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବ୍ରହ୍ମା କାଞ୍ଚିବୋଟଲାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌...

ଏହି ଦେଶରେ କରୋନା ଟିକା ନେଲେ ମାଗଣାରେ ମିଳିବ ଅଣ୍ଡା

ବେଜିଂ,୨୨।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ପ୍ରଥମେ ଚାଇନାରୁ ହିଁ ଆସିଥିଲା। ଏବେ କେତେକ ଦେଶରେ କରୋନାର...

Advertisement
Archives

Model This Week