ଗଞ୍ଜାମରେ ପୁଣି ୩୩ କରୋନା ସଂକ୍ରମିତ: ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଲା

ବ୍ରହ୍ମପୁର ଅଫିସ,୮ା୬: ପ୍ରବାସୀ ଫେରନ୍ତାଙ୍କ ପାଇଁ ଜିଲାରେ କରୋନା ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଦିନ ରେକର୍ଡ ବୃଦ୍ଧି ଘଟୁଛି। ସୋମବାର ଜିଲାରେ ପୁଣି ୩୩ ନୂତନ ସଂକ୍ରମିତଙ୍କୁ ନେଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଜିଲାରେ ସମୁଦାୟ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୨୧୭ ଜଣ ଜିଲାର ବିଭିନ୍ନ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ଲାଗି ଗଞ୍ଜାମରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଅନ୍ୟପଟେ ଜିଲାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର, ଆଶା ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ମାର୍କେଟ ବନ୍ଦ ଚର୍ଚ୍ଚା: ଜମିଲା ଭିଡ଼

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲଢ଼େଇ ଜାରି ରଖିଛନ୍ତି। ରାଜ୍ୟରେ ୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା କିପରି...

ଭଦ୍ରକ ଷ୍ଟେସନରେ ଅପରାହ୍ନରେ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ୍‌: ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଭଦ୍ରକ ଅଫିସ, ୧୨।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବ। ଏଥିପାଇଁ ପ୍ରଶାସନ ଓ ରେଲୱେ ପକ୍ଷରୁ...

ବିଶୋଧନ ଆଳରେ ରାଜସ୍ୱକୁ ଅଣଦେଖା

ପୁରୀ ଅଫିସ,୫।୩: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଚାଲିଛି। କଟକଣା କୋହଳ କରାଯାଇ ଭକ୍ତଙ୍କୁ ଦାରୁଦିଅଁଙ୍କ ଦର୍ଶନର ସୁଯୋଗ ଦିଆଯାଉଛି।...

ଚାରିଆଡେ ଜଳନ୍ତା ଜୁଇ…

ଭୋପାଳ,୧୭।୪: କରୋନା ସଂକ୍ରମଣ ନେଇ ମଧ୍ୟପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନରେ...

କରୋନା ନେଇ ଭାରତ ସମେତ ୫ଦେଶ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୮।୮: ମହାମାରୀ କରୋନା ଭାଇରସ୍‌ ବିରୋଧରେ ସାମୂହିକ ଭାବେ ଲଢ଼ିବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପାମ୍ପିଓ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ୍‌ ଓ...

ଦିଲ୍ଲୀ ଉପରାଜ୍ୟପାଳ ସଂକ୍ରମିତ

ନୂଆଦିଲ୍ଲୀ, ୧।୫(ପି.ଟି.): ଦିଲ୍ଲୀ ଉପରାଜ୍ୟପାଳ (ଏଲ୍‌ଜି) ଅନିଲ ବୈଜାଲ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ନିଜ ବାସଭବନରେ ଆଇସୋଲେଶନରେ ରହିଥିବାବେଳେ ଦିଲ୍ଲୀ ସ୍ଥିତି ଉପରେ...

ଜିଅନ୍ତା ଛେଳିକୁ ମାରି ଖାଇଦେଲେ ବୁଲା କୁକୁର

ଧମା, ୨୮।୩ (ଡି.ଏନ.ଏ.): ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି । ଫଳରେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ...

ସହାୟତା ଦାବି କଲା ଡ୍ରାଇଭର ସଂଘ

ବେଲପଡା, ୨୩ା୪(ଡି.ଏନ.ଏ.) କରୋନା ପାଇଁ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହୟତାର ହାତ ବଢାଉଛନ୍ତି। ଏପରିସ୍ଥଳେ କାମ ହରାଇ ଆର୍ଥିକ ଦୁର୍ଗତି ଦେଇ ମଧ୍ୟରେ...

Advertisement
Archives

Model This Week