Posted inଖେଳ

ଖେଳିବାବେଳେ କ୍ରିକେଟରମାନେ ମୁହଁରେ କାହିଁକି ଲଗାନ୍ତି ଧଳା ରଙ୍ଗ

କ୍ରିକେଟରଙ୍କ ଏମିତି ବହୁ ଅଭ୍ୟାସ ଅଛି, ଯାହାକି କ୍ରିକେଟ ପସନ୍ଦ କରୁ ନ ଥିବା ଫ୍ୟାନଙ୍କୁ ଅଜବ ଲାଗୁଥିବ। ବଲକୁ ପ୍ୟାଣ୍ଟରେ ବାରମ୍ବାର ଘଷିବା, ପିଚ୍‌ରେ ବ୍ୟାଟକୁ ବାଡ଼େଇବା ଓ ବୋଲିଂ ପୂର୍ବରୁ ବଲକୁ ଚୁମ୍ବନ ଦେବା ଭଳି ଅଭ୍ୟାସ ଖେଳାଳିଙ୍କ ରହିଛି। କିନ୍ତୁ କେବେ ଚିନ୍ତା କରିଛନ୍ତି କି, ଖେଳାଳିମାନେ ମୁହଁରେ ଧଳା ରଙ୍ଗ କାହିଁକି ମାରନ୍ତି। ପ୍ରାୟତଃ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ଦିନବେଳା ଖେଳାଯାଏ। ଏଣୁ ଖରା ରହିବା ସ୍ବାଭାବିକ। ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଗ୍ରୀଷ୍ମର ପ୍ରଭାବ ବେଶ୍‌ ଅଧିକ ରହିଥାଏ। ଏଭଳି ପରିବେଶରେ ୫ରୁ ୬ ଘଣ୍ଟା ଖେଳୁଥିବା ଖେଳାଳିଙ୍କୁ ସାଧାରଣ ସନ ସ୍କ୍ରିନ୍‌ କାମ ଦିଏ ନାହିଁ। ତେଣୁ କ୍ରିକେଟରମାନେ ଜିଙ୍କ ଅକ୍‌ସାଇଡ ବ୍ୟବହାର କରନ୍ତି। ଏହା ସୂର୍ଯ୍ୟ କିରଣ ରିଫ୍ଲେକ୍ଟ କରେ। ଏହା ସ୍କିନକୁ ସୂର୍ଯ୍ୟଙ୍କ ୟୁଭିଏ ଓ ୟୁଭିବି ଭଳି କ୍ଷତିକାରକ ରଶ୍ମିଠାରୁ ବଞ୍ଚାଏ। ସାଧାରଣ ସନ ସ୍କ୍ରିନ ଲଗାଇବାର ୨୦ ମିନିଟ୍‌ ପରେ କାମ କରୁଥିବାବେଳେ ଜିଙ୍କ ଅକ୍‌ସାଇଡ ସଙ୍ଗେସଙ୍ଗେ କାମ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୌଡି ଦୌଡି ଯାଇ ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଧରାଇଲେ ରୋହିତ ଶର୍ମା

ଧର୍ମଶାଳା,୨୮।୨: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ଭାରତ ୩-୦ କ୍ଲିନ ସୁଇପ କରିଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୬...

ଟି୨୦ ସିରିଜ ଜିତିଲା ଇଂଲଣ୍ଡ; ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ପରାସ୍ତ

ସେଞ୍ଚୁରିଆନ,୧୭।୨- ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୫ଟି ବଲ ବାକି ରଖି ଘରୋଇ...

ବିରାଟ କୋହଲିଙ୍କୁ ପଛରେ ପକାଇଲେ ୨୦ ବର୍ଷୀୟ ଏହି ଖେଳାଳି

ବେଙ୍ଗାଲୁରୁ,୮।୩: କର୍ନାଟକର ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲ ଲିଷ୍ଟ ଏ ଟୁର୍ନାମେଣ୍ଟରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୋମବାର ବିଜୟ ହଜାରେ ଟ୍ରଫିର ଏକ...

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମାଞ୍ଚେଷ୍ଟର,୨୪।୭(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି...

କରୋନା ଆତଙ୍କ: ଇଂଲଣ୍ଡ ଗସ୍ତରୁ ଓହରିଲେ ଆମୀର, ସୋହେଲ

ଲାହୋର,୧୨।୬: ସାରା ବିଶ୍ୱ ଏବେ କରୋନ ଭାଇରସ୍‌ ସହ ଲଢୁଛି। ତେବେ ପାକିସ୍ତାନ ତା’ର ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଜାରି ରଖିଛି। ତେବେ ଏହି...

ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବ ବିରାଟବାହିନୀ

ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...

ଟୋକିଓରେ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ : ୧୭ରୁ ଭାରତୀୟ ପୁରୁଷ, ମହିଳା ହକି ଦଳର ଅଭିଯାନ

ବେଙ୍ଗାଲୁରୁ,୧୧।୮(ପି.ଟି.) : ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଅଂଶଗ୍ରହଣ କରିବାରକୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଜାପାନ ଯାତ୍ରା...

ଅରେଞ୍ଜ୍‌ କ୍ୟାପ୍‌ ମିଳିବା ପରେ ବି ଖୁସି ନାହାନ୍ତି ରାହୁଲ: ପଛରେ ରହିଛି ଖାସ୍‌ କାରଣ

ଶାରଜା,୪।୧୦: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ମ୍ୟାଚ୍‌...

Advertisement
Archives

Model This Week