ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବୋଲଗଡ଼,୧୯ା୭(ଡି.ଏନ.ଏ.)-ନିର୍ବାଚନ କାର୍ଯ୍ୟ ଚାଲିଥିବାବେଳେ କେନ୍ଦ୍ରାପଡ଼ା ପାଟକୁରାଠାରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଜଣେ କାର୍ଯ୍ୟରତ ଖବରଦାତାଙ୍କୁ ଏସ୍‌ପିଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଛି। ଓଡ଼ିଶା ୟୁନିୟନ ଅଫ୍‌ ଜର୍ନାଲିଷ୍ଟ(ଓୟୁଜେ), ବୋଲଗଡ ବ୍ଲକ ପକ୍ଷରୁ ଉକ୍ତ ଘଟଣାର ବିରୋଧ ଓ ନିନ୍ଦା କରାଯାଇଛି । ଚତୁର୍ଥ ସ୍ତମ୍ବର କଣ୍ଠରୋଧ ତଥା ସର୍ବ ସମ୍ମୁଖରେ ଜଣେ ଖବରଦାତାଙ୍କୁ ଅପମାନିତ କରିବା ଘଟଣାର ପ୍ରତିବାଦରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବୋଲଗଡ଼ ବିଡିଓ ମଧୁସୂଦନ ବେହେରାଙ୍କୁ ପ୍ରଦାନ କରାଯାଇଛି। କାଶୀନାଥ ହୋତା, ଓୟୁଜେର ଖୋର୍ଦ୍ଧା ଜିଲା ସମ୍ପାଦକ ରମେଶ ରଞ୍ଜନ ସାହୁ, ଦିଲୀପ ଚୌଧୁରୀ, ସୁରେଶ ସାମନ୍ତରାୟ, ଦୀପକ ପାହାଡ଼ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ସୀମିତ କର୍ମନିଯୁକ୍ତିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୯ା୨: ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ ନୁହେଁ । ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର । ୫୭...

ଶାଶୁଘର ଦୁଆରେ ବୋହୂଙ୍କ ଧାରଣା

ଡେରାବିଶ,୩ା୧୨(ସ୍ବ.ପ୍ର.): ଶାଶୁ ଘର ଦୁଆରେ ବୋହୂଙ୍କ ଧାରଣା ଏବେ ଡେରାବିଶ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଉଛି ା ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଡେରାବିଶ ଥାନା...

ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓମ୍‌ସା

କେନ୍ଦ୍ରାପଡ଼ା ଅଫିସ, ୧୫ା୮: ଓଡିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା) ପକ୍ଷରୁ ଶୁକ୍ରବାର ଟାଉନ ଥାନା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଓମ୍‌ସା କର୍ମକର୍ତ୍ତା...

ଲକ୍ଷେ ଲୋକଙ୍କ ପାଇଁ ୫ ଡାକ୍ତର

କେନ୍ଦ୍ରାପଡ଼ା ଅଫିସ,୨୬ା୧୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ।...

କରୋନା ସମୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବାସୀ ଆତଙ୍କିତ

ରାଜନଗର,୧୭ା୫(ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ’କୁ ନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ା ବ୍ଲକରେ ସମୁଦ୍ରକୂଳିଆ ୪୯ଟି ଗ୍ରାମର ଲୋକେ...

ପ୍ରାଚୀନ ନୌବାଣିଜ୍ୟ ମୂକସାକ୍ଷୀ ଜରାଜୀର୍ଣ୍ଣ

ମହାକାଳପଡ଼ା, ୧୬ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍‌ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ...

ଗୋବରୀରେ କୁମ୍ଭୀର: ନଦୀକୂଳବାସୀ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୨(ସ୍ବ.ପ୍ର.):: ନଦୀକୁ ଛାଡି ରହିପାରନ୍ତିନି ଏହି ନଦୀକୂଳିଆ ଗାଁ ଲୋକେ। ଗାଧୁଆ ପାଧୁଆଠୁ ମାଛମାରିବା ,ଶୌଚହେବା ଯାଏ ସବୁ ଏହି ନଦୀ ଉପରେ ନିର୍ଭର କରନ୍ତି।...

ଗୋବରୀ ନଦୀରେ ବୁଡ଼ି ଯୁବତୀ ମୃତ

ମହାକାଳପଡ଼ା, ୨୭।୧୦ (ଡି.ଏନ୍‌.ଏ.)-ମହାକାଳପଡ଼ା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଗୋବରୀ ନଦୀରେ ବୁଡ଼ି ରବିବାର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ଲକ ଅଧୀନ...

Advertisement
Archives

Model This Week