କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି। ତେବେ ୫୦ ହଜାର ୮୯୨ଲୋକ କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଇଛନ୍ତି। ପ୍ରତିଲୋକଙ୍କୁ ୧୬ ହଜାର ୭୬୭ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି। ଏନେଇ ସରକାର ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତିମାନେ ସରକାରୀ କଟକଣା ଏବଂ ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କ ଉପରେ ଏଭଳି ଦଣ୍ଡାଦେଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ପାଳନ କରୁଥିବା ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ ଆହତ

ଲାହୋର,୭ ।୩: ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୧୫ ଛାତ୍ରଙ୍କ ଉପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସୋମବାର କଟ୍ଟରପନ୍ଥୀ ଇସଲାମିକ ଛାତ୍ର ସଂଗଠନର ସଦସ୍ୟ ଆକ୍ରମଣ କରିଛନ୍ତି...

ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ପ୍ରଥମ ସ୍ବାସ୍ଥ୍ୟ ସମସ୍ୟା, ଆଗକୁ ନୂଆ ବିପଦ…

ଓଟଓ୍ବା,୯।୧୧: ଜଳବାୟୁ ପରିବର୍ତ୍ତନ ଯେ କେତେଦୂର ଭୟାବହ ତାହାର ପ୍ରମାଣ ଏବେ ଦେଖାଯିବା ଆରମ୍ଭ ହେଲାଣି। କାନାଡାର ଜଣେ ୭୦ ବର୍ଷ ବୟସ୍କା ଜଣେ ମହିଳା...

ଇରାନରେ ଭୂକମ୍ପ

ତେହରାନ,୨୪ା୩: ଇରାନରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତର-ପଶ୍ଚିମ ଇରାନ ଅଞ୍ଚଳରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଛି। ଏନେଇ ଇଏମ୍‌ଏସ୍‌ସି...

ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌...

ପ୍ରଥମ ଥର ନଜର ଆସିଲା ବ୍ଲାକ ସି’ରେ ହୁ ହୁ ହୋଇ ଜଳୁଛି ରୁଷିଆର ମୋସ୍କୱା କ୍ରୁଜ, ୟୁକ୍ରେନ୍ ମିଶାଇଲ ମାଡରେ ହୋଇଛି ନଷ୍ଟ!

କ୍ୱିଭ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୧ ମାସ ପୁରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଉଭୟ ଦେଶର ବହୁ କ୍ଷୟକ୍ଷତି ହେଲାଣି ।...

ବ୍ରାଜିଲରେ ଜନ୍ମ ନେଲା ୭.୩ କିଲୋର ଶିଶୁ, ଡାକ୍ତର ଆଶ୍ଚର୍ଯ୍ୟ

ଲୌକେଷ୍ଟର,୩ ।୨: ବ୍ରାଜିଲରେ ନିକଟରେ ୨ ଫୁଟ ଲମ୍ବା ଓ ୧୬ ପାଉଣ୍ଡ ଅର୍ଥାତ୍ ୭.୩ କିଲୋଗ୍ରାମର ଏକ ଶିଶୁ ଜନ୍ମ ନେଇଛି । ଶରିର...

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର...

‘ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦେଖି ଚାଇନା ଖୁସ୍‌’

ଓ୍ବାଶିଂଟନ୍‌,୩।୨: ୟୁକ୍ରେନ ଉପରେ ରୁଷିଆର ସେନାର ଆକ୍ରମଣର ଆଜି ହେଉଛି ଅଷ୍ଟମ ଦିନ। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି...

Advertisement
Archives

Model This Week