Posted inଖେଳ

କ୍ରିକେଟର ଗୁଗୁଲ ବୟ

ଜୟପୁର, ୧୭।୬: ଏବେ ସାରା ବିଶ୍ୱରେ ଚାଲିଛି କ୍ରିକେଟ୍‌ ଫିବର୍‌। ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ କିଏ ଭବିଷ୍ୟବାଣୀ କଲେଣି ତ ଆଉ କିଏ ବିଶ୍ୱକପ୍‌ ଇତିହାସକୁ ନେଇ ଚର୍ଚ୍ଚା କରୁଛନ୍ତି। ରାଜସ୍ଥାନର ଜୟପୁରରେ ଜଣେ ୧୨ ବର୍ଷୀୟ ଛାତ୍ର ସାତ୍ତ୍ୱିକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ କେହି କେହି କ୍ରିକେଟର ଗୁଗୁଲ ବୟ ବୋଲି ମଧ୍ୟ ଆଖ୍ୟା ଦେଇଛନ୍ତି। ସାତ୍ତ୍ୱିକ୍‌ଙ୍କୁ ବିଶ୍ୱକପ ସହ ଜଡିତ ପ୍ରତି ରେକର୍ଡ ବିଷୟରେ ପଚାରିଲେ ସେ ତତକ୍ଷଣାତ୍‌ ଉତ୍ତର ଦେଉଛନ୍ତି। ୭ମ ଶ୍ରେଣୀରେ ପଢୁଥିବା ସାତ୍ୱିକଙ୍କ ମୁହଁରେ ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରତି ବିଶ୍ୱକପର ରେକର୍ଡ ରହିଛି। ବ୍ୟାଟ୍ସମ୍ୟାନ୍‌ ଆଭରେଜଠାରୁ ଆରମ୍ଭ କରି ଚୌକା-ଛକା ମାରିବା ପର୍ଯ୍ୟନ୍ତ ସବୁ ଅପଡେଟ୍ସ ତାଙ୍କ ପାଖରେ ରହିଛି। ସବୁଦଳର ଖେଳାଳିଙ୍କ ନାମ ଏବଂ ଷ୍ଟ୍ରାଇକ୍‌ରେଟ୍‌ ମଧ୍ୟ ସେ ମନେ ରଖିଛନ୍ତି। ଏପରିକି କ୍ରିକେଟର ସବୁ ନିୟମ ମଧ୍ୟ ସେ ଜାଣିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ଗୁଗୁଲ ବୟ ଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ...

ସିରିଜ୍‌ କବ୍‌ଜା କଲା ଭାରତ

ଅହମ୍ମଦାବାଦ୍‌,୧।୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ। ଶେଷ ଟି-୨୦ ଭାରତ ୧୬୮ ରନ୍‌ରେ ନ୍ୟୁଜିଲାଣ୍ଡକୁ...

ଉପହାର ପାଇ ଭାବପ୍ରବଣ ହେଲେ କୋହଲି

ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ...

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି...

ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି...

ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କଲେ ଶ୍ରେୟାସ

କାନପୁର,୨୬ା୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ଖେଳାଳିଙ୍କ ପାଇଁ ପାଣି ନେଇ ପଡିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ସିଡନୀ,୨୫।୧୦:ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ଖେଳ ଭାବନାର ଏକ ଅନନ୍ୟ ଉଦାହରଣ ସଷ୍ଟି କରିଛନ୍ତି। ଖେଳାଳିଙ୍କ ପାଇଁ ପଡିଆକୁ ପାଣି ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ଯାହାର...

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

Advertisement
Archives

Model This Week