କେରଳରେ ଫସିଛନ୍ତି ଗଞ୍ଜାମର ୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକର ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ କେରଳର ମାଙ୍ଗଅଭିରେ ଫସି ରହିଛନ୍ତି। କରୋନା ଯୋଗୁ ଲକ୍‌ଡାଉନ ପରେ ସେମାନଙ୍କ ଅବସ୍ଥା ଜଟିଳ ହୋଇ ପଡିଛି। ଗତ ୧୨ଦିନ ହେଲା ସେମାନଙ୍କୁ ଠିକ୍‌ରେ ଖାଇବାକୁ ମିଳୁନାହିଁ। ସେମାନେ କାମ କରୁଥିବା କମ୍ପାନୀ ଦରମା ଦେଉନାହିଁ। ଗାଡି ଚଳାଚଳ ବନ୍ଦ ହୋଇାଯାଇଥିବାରୁ ଘରକୁ ମଧ୍ୟ ଆସିପାରୁନାହାନ୍ତି। ଫସିରହିଥିବା ଶ୍ରମିକ ମାନେ ଶେରଗଡ଼, ସୋରଡା, ପୋଲସର, ଭଞ୍ଜନଗର, ବେଲଗୁଣ୍ଠା ଆଦି ଅଞ୍ଚଳର। ଏନେଇ ପରିବାର ଲୋକେ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ କରି ଜଣାଇବା ସହ ମୁଖ୍ୟମନ୍ତ୍ରୀ, ଜିଲାପାଳ ଗଞ୍ଜାମଙ୍କୁ ତୁରନ୍ତ ଉଦ୍ଧାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଯାଜପୁର ଅଫିସ, ୩୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର...

ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର

ମୋହନା,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆର. ଉଦୟଗିରି...

ଲକ୍‌ଡାଉନ ବଢାଇଲା ଚାଷୀଙ୍କ ଦୁର୍ଦ୍ଦଶା

କର୍ଲାମୁଣ୍ଡା, ୧୩ା୪(ଡି.ଏନ.ଏ.) ଲକ୍‌ଡାଉନ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ପରିବା ଓ ତରଭୁଜ ଚାଷୀ ସଙ୍କଟରେ ପଡିଛନ୍ତି। ଚଳିତ ବର୍ଷ ଅନୁକୂଳ ପାଗ...

ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍‌ ଜବତ

ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ...

ଅପହୃତା ନାବାଳିକାଙ୍କ ବିବାହ ବନ୍ଦ ହେଲା: ଅପହୃତାଙ୍କୁ ନେଇ ଅପହରଣକାରୀ ଫେରାର

ହାଟଡ଼ିହୀ, ୧।୮ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗୁହାଳଗଢ଼ିଆ ଅଞ୍ଚଳରେ ଜଣେ ୧୫ ବର୍ଷିଆ ନାବାଳିକା ଜୁଲାଇ ୨୦ ତାରିଖ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ...

ଲୁନାକୁ ଧକ୍କା ଦେଲା ବାଇକ୍‌: ଜଣେ ମୃତ

ପାଟଣା,୧୨।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲ୍ଲାରପଦା ଗ୍ରାମ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଲୁନାକୁ ଏକ ବାଇକ୍‌ ଧକ୍କା ଦେବାରୁ ୬୫ ବର୍ଷୀୟ ଜଣେ...

ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲିଗଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୬ା୭: ଝାରସୁଗୁଡ଼ା ବେହେରାମାଲସ୍ଥିତ ମୁଡିମିଲ ଗଳିରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ ବିପିନ...

ସ୍ନାନଯାତ୍ରା ପୂର୍ବରୁ ଗରାବଡ଼ୁ ସେବକଙ୍କର ହେବ କରୋନା ଟେଷ୍ଟ:୩ ତାରିଖ ସୁଦ୍ଧା ଆସିବ ରିପୋର୍ଟ

ପୁରୀ ଅଫିସ, ୨୩।୫: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ମହାମାରୀ କରୋନାର ବିଭୀଷିକା ମଧ୍ୟରେ...

Advertisement


Archives

Model This Week