କେବେ ଶାହରୁଖ ପଛରେ ଛିଡ଼ା ହୋଇଥିବା ଆସିମ ଏବେ ଷ୍ଟାର, ଭାଇରାଲ ହେଉଛି ପୂର୍ବର ଭିଡିଓ

ବମ୍ବେ: ‘ବିଗ୍‌ ବସ୍‌’ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଜମ୍ମୁ-କଶ୍ମୀରର ମଡେଲ୍‌ ଆସିମ ରିଆଜ। ଆଜି ବିଶ୍ୱର କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍‌। ତାଙ୍କର ଟିକିଏ ଝଲକ ପାଇବା ପାଇଁ ଲୋକେ ପାଗଳ ପ୍ରାୟ ହୋଇଯାଉଛନ୍ତି। କେହି କେହି ତାଙ୍କୁ ‘ଜିରୋରୁ ହିରୋ’ ହୋଇଥିବା କହୁଛନ୍ତି। ଏପରିସ୍ଥଳେ କିଙ୍ଗ ଖାନଙ୍କ ସହ ତାଙ୍କର ଏକ ଭିଡିଓ ହେଉଛି ଭାଇରାଲ।
ଭିଡିଓଟି ଏକ ବିଜ୍ଞାପନ ଶୁଟିଂ ସମୟର। ଏଥିରେ ଶାହରୁଖ ନିଜର ଲୋକପ୍ରିୟ ପୋଜ୍‌ରେ ହାତରେ ଗିଟାର ଧରିଛନ୍ତି। ପଛରେ ଥିବା ଲୋକମାନଙ୍କ ମଧ୍ୟରେ ଆସିମ ଛିଡ଼ା ହୋଇଛନ୍ତି। ଚେହେରା ଦେଖିଲେ ଆସିମ ପୂର୍ବେ କେତେ ପତଳା ଥିଲେ ତାହା ବାରି ହୋଇପଡ଼ୁଛି। ଏବେ ତାଙ୍କ ଲୁକ୍‌ ପୁରାପୁରି ବଦଳିଯାଇଛି। ବିଗ୍‌ବସ୍‌ରେ ଥିବାବେଳେ ସେ ଲଗାତାର ବ୍ୟାୟାମ କରି ଏକ ଫିଟ୍‌ ଲୁକ୍‌ ହାସଲ କରିପାରିଛନ୍ତି। ଏଥିପାଇଁ ସେ ଅନେକଙ୍କ ପ୍ରେରଣା ସାଜିଛନ୍ତି। ଏହାଛଡ଼ା ସେ ପୂର୍ବରୁ ବରୁଣଙ୍କ ସହ କାମ କରି ସାରିଥିବା ନେଇ ଶୋ’ରେ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ବୁଲେଟ ଧରି କାନପୁର ରାସ୍ତାରେ ବୁଲୁବୁଲୁ କଟିଗଲା ଚାଲାଣ

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ତାଲିକାରେ ରହିଛି ବରୁଣ ଧୱନଙ୍କ ନାମ । ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଛନ୍ତି ।...

ଦିଶାଙ୍କ ହ୍ୟାଟ୍ରିକ

ଦିଶା ପଟାନିଙ୍କ ତିନୋଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା ରହିଛି। ଖାସ୍‌ କଥା ହେଲା ପ୍ରଥମ ଥର ପାଇଁ ସେ ସଲମାନଙ୍କ ଅପୋଜିଟ୍‌ରେ...

ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ...

ତଖ୍‌ତର ଶୁଟିଂ ପୂର୍ବରୁ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂଙ୍କୁ ଧର୍ମା ପ୍ରଡକଶନ୍‌ ହାଉସ୍‌ ବାହାରେ ଦେଖିବା ପରେ ଏବେ ଏମାନଙ୍କ ଅଭିନୀତ ଫିଲ୍ମ ‘ତଖ୍‌ତ’କୁ...

ଏକଦା ସ୍କୁଲରେ ପାଠ ପଢ଼ାଉଥିଲେ ଏହି ଅଭିନେତା, ଏବେ ଫିଲ୍ମ ପିଛା ଚାର୍ଜ କରୁଛନ୍ତି ୫ କୋଟି

ବମ୍ବେ: ସଫଳତାର ରାସ୍ତା ସେତେଟା ସହଜ ନୁହେଁ। ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳ ହୋଇଛନ୍ତି। ସେପରି ଜଣେ ହେଲେ ରାଜକୁମାର...

ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡ

ମୁମ୍ବାଇ: ବଲିଉଡ୍ ନାୟିକା ଦିଆ ମିର୍ଜାଙ୍କୁ ଚାମ୍ପିୟନ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦିଆଙ୍କୁ ଏହା ପରିବେଶ ସୁରକ୍ଷା...

‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କଲେ ଟାଇଗର

ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ତାଙ୍କ ଅଗାମୀ ମୁଭି ‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କରିଛନ୍ତି । ଟାଇଗର ନିଜେ ଇନଷ୍ଟାଗ୍ରାମରେ ଏକ...

ଜ୍ୟୋତିଷଙ୍କ ଭବିଷ୍ୟବାଣୀ ହେଲା ଭୁଲ ପ୍ରମାଣିତ: ତୈମୁରଙ୍କ ଆସିଲା ସାନ ଭାଇ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ପୁଣି ଥରେ ମା’ ହେବାକୁ ଯାଉଥିବା ଖବର ଆସିବା ପରେ ତାଙ୍କ ପ୍ରଶଂସକ ଏହାକୁ ନେଇ ଉତ୍ସାହିତ ଥିଲେ।...

Advertisement
Archives

Model This Week