‘କେଜିଏଫ୍‌-୨’ରେ ଶଟ୍‌ଲେସ୍‌ ହେବେ ୟଶ-ସଞ୍ଜୟ: ଦମ୍‌ଦାର ହେବ ଆକ୍ସନ ଦୃଶ୍ୟ

ବମ୍ବେ: କନ୍ନଡ଼ ଫିଲ୍ମ ‘କେଜିଏଫ୍‌ ଚାପ୍ଟର-୨’କୁ ନେଇ ଚର୍ଚ୍ଚାରେ ସଞ୍ଜୟ ଦତ୍ତ। ଫିଲ୍ମ ଯୋଗେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ନିଜର ଡେବ୍ୟୁ କରି ବାକୁ ଯାଉଛନ୍ତି ସଞ୍ଜୁବାବା। ପୂର୍ବରୁ କେଜିଏଫ୍‌ ଚାପ୍ଟର-୧ ଢେର ସଫଳତା ପାଇଥିଲା। ଏଥିରେ ଅଭିନେତା ୟଶ ନଜରକୁ ଆସିଥିଲେ। ଫିଲ୍ମର ଦ୍ୱିତୀୟ ଭାଗରେ ୟଶ ଓ ସଞ୍ଜୟଙ୍କ ମଧ୍ୟରେ ଏକ ଜବରଦସ୍ତ ଆକ୍ସନ ସିନ୍‌ ଦେଖିବାକୁ ମିଳିବ। ଉଭୟ ଏହି ଶର୍ଟଲେସ୍‌ ଦୃଶ୍ୟ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ସେମାନେ ନିଜ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ମଧ୍ୟ ଦେଉଛନ୍ତି।

କେଜିଏଫ୍‌ ଦ୍ୱିତୀୟ ଭାଗରେ ଅଧୀରା ଭୂମିକାରେ ନଜରକୁ ଆସିବେ ସଞ୍ଜୟ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଶାନ୍ତ ନିଲ୍‌। ଅନ୍ୟାନ୍ୟ ଭୂମିକାରେ ରବିନା ଟଣ୍ଡନ୍‌ଙ୍କୁ ମଧ୍ୟ ଏଥିରେ ଦେଖାଯିବ। ଏହାଛଡ଼ା ସଞ୍ଜୁବାବାଙ୍କ ଅପ୍‌କମିଂ ପ୍ରୋଜେକ୍ଟସ୍‌କୁ ଯଦି ଦେଖାଯାଏ, ତେବେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ଫିଲ୍ମରେ ସେ କାମ କରୁଛନ୍ତି। ଅଜୟଙ୍କ ସହ ସେ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ କରୁଛନ୍ତି। ସେହିଭଳି ଟୋରବାଜ୍‌, ଶମଶେରା ଏବଂ ସଡକ-୨ ଭଳି ଫିଲ୍ମ ମଧ୍ୟ ତାଙ୍କ ହାତରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାରିୟର ପାଇଁ..

ଶକ୍ତି ତନୟା ଶ୍ରଦ୍ଧା କପୁର ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏପରି ଚିନ୍ତାଧାରା...

ବିଦେଶରେ ଚାକିରି ଛାଡି ବଲିଉଡରେ ପାଦ ରଖିଥିଲେ ଶେଖର କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ଡିସେମ୍ବର ୬ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ୧୯୪୫ରେ ଲାହୋରରେ ଜନ୍ମ ନେଇଥିଲେ ଶେଖର ।...

ତୁଟିଲା ୧୯ ବର୍ଷର ସମ୍ପର୍କ, ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବମ୍ବେ: ବିବାହର ୧୯ ବର୍ଷ ପରେ ହେଲା ବାଟ ଅଲଗା। ଆମେ କଥା ହେଉଛୁ ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ବିଷୟରେ।...

ଗୌରୀଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଭାଙ୍ଗିଯାଇଥିଲା ଶାହରୁଖଙ୍କ ହୃଦୟ

ଅଭିନେତା ଶାହରୁଖ ଖାନ ଏବଂ ଗୌରୀଙ୍କ ଆଜି ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଉଭୟଙ୍କ ବିବାହକୁ ୩୦ ବର୍ଷ ପୂରିଛି। ଏଥର ଉଭୟ ବିବାହ ବାର୍ଷିକୀ...

ସଫଳତା ପୂର୍ବରୁ ଟ୍ରେନ୍‌ରେ ଗୀତ ଗାଉଥିଲେ ଆୟୁଷ୍ମାନ୍‌

ମୁମ୍ବାଇ: ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଆୟୁଷ୍ମାନ୍‌ ଖୁରାନା ଅନ୍ୟତମ। ସେ ଯେଉଁ ଗୀତ ଗାଆନ୍ତି ଏବଂ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସବୁ...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

ଝିଅର ଏପରି କାର୍ଯ୍ୟକଳାପରେ ବିରକ୍ତ ହେଲେ ଟ୍ବିଙ୍କଲ, କହିଲେ ଏମିତି…

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନେତ୍ରୀ ସ୍ତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିଜର ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ...

୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା...

Advertisement
Archives

Model This Week