ଫିରିଙ୍ଗିଆ/କେଳାପଡା, ୩ା୧୨: ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡ଼ାରେ କୃଷ୍ଣଚନ୍ଦ୍ର ବଗର୍ତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ଆଉ ଜଣଙ୍କୁ ଗିରଫ କରିଛି। ସେ ହେଲେ ପାଙ୍ଗା ଅଞ୍ଚଳ ତମତିଙ୍ଗିଆର ହରିଶ୍ଚନ୍ଦ୍ର କହଁର ା ରବିବାର ବେହେଙ୍ଗିଆର ସିମନ କହଁରଙ୍କୁ ଗିରଫ କରାଯାଇଥିଲା। ପାଙ୍ଗା ଉପରସାହି ପଞ୍ଚାୟତ ଡ଼େଡ଼ିସରୁ ଗ୍ରାମର କୃଷ୍ଣଙ୍କୁ କୃଷ୍ଣଚନ୍ଦ୍ରଙ୍କୁ ଏମାନେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ଏ ନେଇ ଥାନାରେ ୧୦୭/୧୯ରେ ମାମଲା ରୁଜୁ ହୋଇଥିଲା ା
ଗାଳି ଗୁଲଜ କରି ଶିକ୍ଷକ ନିଲମ୍ବିତ
ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ...

ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ
ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ହଠାତ୍ ପାରଦ ତଳମୁହାଁ ହୋଇଛି। ଶନିବାର ପାରଦ ୧୩ ଡିଗ୍ରୀ ରହିଥିବା ବେଳେ ରବିବାର ପାରଦ ଖସି ୯.୫ଡିଗ୍ରୀ...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲିଲେ ଏସ୍ଡିପିଓ
ଦାରିଙ୍ଗବାଡ଼ି/କ.ନୂଆଗାଁ,୧୧।୫(ଡି.ଏନ.ଏ)- ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ସୋମବାର କ.ନୂଆଗାଁ ବ୍ଲକର ସାଇନପଡ଼ା ସମେତ କୁଡ଼ୁତୁଲି ଏବଂ ତୁମୁଡ଼ିବନ୍ଧ ବ୍ଲକର ସିର୍ଲା ଆଦି ଅଞ୍ଚଳ ପରିଦର୍ଶନ...

ତାମିଲନାଡୁ, କେରଳରୁ ଫେରିଲେ ୧୩୬
ଶଙ୍କରାଖୋଲ,୪ା୬(ଡି.ଏନ୍.ଏ.)- ତାମିଲନାଡୁ, କେରଳରୁ ୧୩୬ ପ୍ରବାସୀ ଓଡ଼ିଆ ଗୁରୁବାର କନ୍ଧମାଳ ଫେରିଛନ୍ତି। ବ୍ରହ୍ମପୁରରେ ଟ୍ରେନରୁ ଓହ୍ଲାଇ ବସ୍ ଯୋଗେ ଜିଲାକୁ ଆସିଛନ୍ତି। ଏମାନେ ଦାରିଙ୍ଗବାଡି, ଟିକାବାଲି,...

ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ
ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ...

ଓଡିଶା ନିର୍ମାଣ ସଂଘର ବିକ୍ଷୋଭ
ଫୁଲବାଣୀ ଅଫିସ, ୨୦ା୧-ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ସଂଘ କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦା ଛକଠାରେ ଶ୍ରମିକମାନେ...

ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼
ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ...

ନିର୍ଯାତନା ମାମଲାରେ ଫେରାର ଅଭିଯୁକ୍ତ ଗିରଫ
ଦାରିଙ୍ଗବାଡ଼ି, ୧୩।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ ମଙ୍ଗଳବାର ଗିରଫ କରି...