Posted inଜାତୀୟ

‘କୁଲି ନମ୍ବର-୧’ରେ ରଜତ ରାଓ୍ବଲ

ମୁମ୍ବାଇ: ‘ବଡିଗାର୍ଡ’ରେ ହାସ୍ୟ ଅଭିନୟ କରି ଦର୍ଶକଙ୍କ ମନରେ ଗଭୀର ଛାପ ପକାଇଥିବା ଅଭିନେତା ରଜତ ରାଓ୍ବଲ ପୁଣିଥରେ ବରୁଣ ଧାଓ୍ବନଙ୍କ ଅଭିନୀତ ‘କୁଲି ନମ୍ବର-୧’ରେ ଯୋଗ ଦେଇଛନ୍ତି। ଏ ସମ୍ପର୍କରେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମେସେଜ୍‌ ଟୁଇଟ କରି ଲେଖିଛନ୍ତି, ‘ପ୍ରିୟ କଳାକାର ରଜତଙ୍କ ସହ କାମ କରିବାର ସୁଯୋଗ ମିଳିଛି।’ ଏଥିସହିତ ସେ ଏକ ଫଟୋଗ୍ରାଫ୍‌ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ଉଭୟ ହସୁଥିବାର ଦେଖିବାକୁ ମିଳୁଛି।
ଉକ୍ତ ଫିଲ୍ମ ଡାଭିଡ ଧାଓ୍ବନଙ୍କ ୧୯୯୫ ହିଟ୍‌ ଫିଲ୍ମ ‘କୁଲି ନମ୍ବର-୧’ର ଦ୍ୱିତୀୟ ଭାଗ। ମୂଳ ଫିଲ୍ମରେ କରିସ୍ମା କପୁର ଓ ଗୋବିନ୍ଦା ଅଭିନୟ କରିଥିବାବେଳେ ନୂଆ ଫିଲ୍ମରେ ବରୁଣ ଏବଂ ସାରା ଅଲି ଖାନ୍‌ ଅଭିନୟ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପରେଶ ରାଓ୍ବଲ, ରାଜପାଲ ଯାଦବ ଏବଂ ଜାଭେଦ ଜାଫରି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ୍‌ରେ ୫୧ରୁ ଅଧିକ ରାଜ୍ୟ ସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୬।୨: ଆସନ୍ତା ୨୦୨୦ ଏପ୍ରିଲ୍‌ରେ ରାଜ୍ୟ ସଭାରେ ୫୧ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେମାନଙ୍କ ମଧ୍ୟରେ ରାଜ୍ୟ ସଭା ଉପାଧ୍ୟକ୍ଷ ସାଭା ହରିବଂଶ,...

ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ...

ମହିଳା ନିର୍ଯାତନା: ସଂସଦରେ ଏନଡିଏ-ଇଣ୍ଡିଆ ମୁହାଁମୁହିଁ…

ମଣିପୁର ହିଂସା ସହିତ ଦେଶରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ନେଇ ଶାସକ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମୁହାଁମୁହିଁ ହୋଇଛନ୍ତି। ସଂସଦ ପରିସରରେ ଥିବା...

ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୬ା୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ...

ପରିଜନଙ୍କୁ ଶେଷଥର ସାକ୍ଷାତ୍‌ କରିବାକୁ ନିର୍ଭୟା ଦୋଷୀଙ୍କୁ ଅନୁମତି ଦେଲେ ଜେଲ ପ୍ରଶାସନ

ନୂଆଦିଲ୍ଲୀ,୨୨।୨: ବହୁ ଚର୍ଚ୍ଚିତ ନିଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ଏବେ ଫାଶୀଦଣ୍ଡ ପାଇଁ ଦିନ ଗଣୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଏମାନଙ୍କୁ...

ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ହାଇଦ୍ରାବାଦ,୯।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର ଗଣେଶ ମହୋତ୍ସବ ଅବସରରେ ହାଇଦ୍ରବାଦ ଆସିଥିଲେ। ଏହି ଅବସରରେ ସେ ଏକ ରାଲିରେ ଉଦ୍‌ବୋଧନ ଦେବାକୁ ଛିଡ଼ା...

୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏବେଠାରୁ ହେଲାଣି ଆକଳନ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି। ଏଥିରେ କର୍ମୀଙ୍କ ଉତ୍ସାହ ଦେଖିବାକୁ...

ସରୋଗେସି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍‌...

Advertisement
Archives

Model This Week