‘କୁଛ୍‌ କୁଛ୍‌ ହୋତା ହୈ’ ରିମେକ୍‌ ହେଲେ ନଜର ଆସିବେ ଏହି ଅଭିନେତ୍ରୀ, ଅଭିନେତା

ବଲିଉଡ୍‌ରେ ଏମିତି କିଛି ଫିଲ୍ମ ଅଛି, ଯାହା ସବୁ ସମୟରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି। ଏମିତି ଏକ ଲୋକପ୍ରିୟ ଫିଲ୍ମ ହେଉଛି ‘କୁଛ୍‌ କୁଛ୍‌ ହୋତା ହୈ’। କରଣ ଜୋହରଙ୍କ ନିର୍ଦ୍ଦେଶନାରେ ୧୯୯୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, କାଜଲ ଏବଂ ଶାହାରୁଖ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ତିନି ଜଣଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ସୋସିିଆଲ ମିଡିଆରେ କରଣଙ୍କୁ ଫ୍ୟାନ୍‌ମାନେ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ରିମେକ୍‌ ସମ୍ପର୍କରେ ସବୁବେଳେ ପଚାରିଥାନ୍ତି। ଏବେ ବି ସମସ୍ତଙ୍କ ମନରେ ପ୍ରଶ୍ନ ଯଦି ଏହି ଫିଲ୍ମର ରିମେକ୍‌ ଆସେ ତେବେ ଷ୍ଟାର କେଉଁମାନେ ରହିବେ। ମେଲବୋର୍ଣ୍ଣରେ ଆୟୋଜିତ ଇଣ୍ଡିିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେଇଥିବା କରଣଙ୍କୁ ଯେତେବେଳେ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ରିମେକ୍‌ ସମ୍ପର୍କରେ ପଚରାଗଲା କରଣ ଖୁବ୍‌ ରୋଚକପୂର୍ଣ୍ଣ ଉତ୍ତର ଦେଇଥିଲେ।

ସେ କହିଛନ୍ତି, ଯଦି ଏହାର ରିମେକ୍‌ କରାଯାଏ, ତେବେ ରାହୁଲ ଭୂମିକାରେ ରଣବୀର ସିଂହ ଅଭିନୟ କରିବେ, ଯେଉଁ ଭୂମିକା ଶାହାରୁଖଙ୍କୁ ମିଳିଥିଲା। କାରଣ ରଣବୀର ହିଁ ସେହି ଭୂମିକା ପାଇଁ ପୂରା ଫିଟ୍‌। ସେହିପରି ଅଞ୍ଜଳି ଭୂମିକାରେ ଆଲିଆ ଭଟ୍ଟ ଏବଂ ଟିନା ଭୂମିକାରେ ଜାହ୍ନବୀ କପୁରଙ୍କୁ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ...

ଐଶ୍‌ଙ୍କ କଥା ରହିଲା

ବେଶ୍‌ କିଛି ବର୍ଷର ଗ୍ୟାପ୍‌ ପରେ ଐଶ୍ୱର୍ଯ୍ୟା ରାୟବଚ୍ଚନ ପୁଣି ଥରେ ବଡ଼ ପରଦାରେ ଆସୁଛନ୍ତି। ରବୀନ୍ଦ୍ର ନାଥ ଟାଗୋରଙ୍କ ପୁସ୍ତକ ‘ଥ୍ରୀ ଓ୍ବମେନ୍‌’କୁ ଆଧାର...

ବୋଲ୍ଡ ନଜରରେ ଏହି ଅଭିନେତ୍ରୀଙ୍କ ଝିଅ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀ ତାଙ୍କର ହଟ୍‌ ଏବଂ ସିଙ୍ଗଲ ଫଟୋ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି।...

୪୭ ବର୍ଷରେ ମା’ ହେବାକୁ ଇଚ୍ଛା କଲେ ଅଭିନେତ୍ରୀ ମଲାଇକା: ଏଥର ପୁଅ ନା ଝିଅ ଚାହୁଁଛନ୍ତି ଜାଣନ୍ତୁ

ଆଜିକାଲି ରିଅଲିଟି ଡ୍ୟାନ୍ସ ଶୋ ‘ସୁପର ଡାନ୍ସର୍‌ ୪’ରେ ଅଭିନେତ୍ରୀ ମଲାଇକା ଆରୋରା ଜଣେ ଜଜ୍‌ ଭାବରେ ନଜର ଆସିଛନ୍ତି। ଏହି ଶୋ’ର ଅନ୍ୟତମ ପ୍ରତିଯୋଗୀଙ୍କ...

ରିଲିଜ୍‌ ହେଲା ଫିଲ୍ମ ‘ଗୁଡବାଏ’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗୁଡବାଏ’ ଶୁକ୍ରବାର ରିଲିଜ୍‌ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରଶ୍ମିକା...

କିଲରଙ୍କ ସନ୍ଧାନରେ ଅନ୍ଧ ପୋଲିସ

ନୂଆଦିଲ୍ଲୀ,୧୫ା୨: ବଲିଉଡ୍‌ ଷ୍ଟାର ସୋନମ କପୁରଙ୍କ ଆଗାମୀ କ୍ରାଇମ୍‌ ଥ୍ରିଲର ‘ବ୍ଲାଇଣ୍ଡ୍‌’ର ଶୁଟିଂ ଶନିବାର ସ୍କଟ୍‌ଲାଣ୍ଡରେ ଶେଷ ହୋଇଛି। ୩୯ ଦିନରେ ଏହାର ଶୁଟିଂ ସରିଥିବା...

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନ୍‌ସିବିକୁ ମିଳିଲା ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଫିଟି ନାହିଁ। ସୁଶାନ୍ତଙ୍କ...

ଲକ୍‌ଡାଉନ୍‌ ସମୟରେ ଘରେ ରୁଟି ତିଆରି କରୁଛନ୍ତି ହିମାଂଶୀ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ...

Advertisement
Archives

Model This Week