କୁଇନ୍ସ ୟୁନିଭର୍ସିଟି ଚାନ୍‌ସେଲର ହେଲେ ହିଲାରୀ

ଓ୍ବାଶିଂଶନ/ଲଣ୍ଡନ,୩ା୧(ପି.ଟି.):ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରୀ ରୋଡ୍‌ହାମ୍‌ କ୍ଲିଣ୍ଟନଙ୍କୁ ବ୍ରିଟେନର କୁଇନ୍ସ ୟୁନିଭର୍ସିଟିର ପ୍ରଥମ ମହିଳା ଚାନ୍‌ସେଲର ଭାବେ ନିଯୁକ୍ତି ମିଳିଛି। ୨୦୧୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ ହିଲାରୀ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଥିଲେ। ସେ ଏହାର ୧୧ତମ ଚାନ୍‌ସେଲର ଭାବେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ୧୮୪୯ରେ ବ୍ରିଟେନର ବେଲଫାଷ୍ଟରେ ସ୍ଥାପିତ ଏହି ଗବେଷଣା ଶିକ୍ଷାନୁଷ୍ଠାନ ବ୍ରିଟେନ ଓ ଆୟର୍ଲାଣ୍ଡର ଅନ୍ୟତମ ଶୀର୍ଷ ବିଶ୍ୱବିଦ୍ୟାଳୟ।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶ ଲାଗି ବ୍ରିକ୍ସ୍‌ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ

ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍‌ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍‌ ବିଜନେସ୍‌ ଫୋରମ୍‌ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ...

ସ୍ପେସ୍‌ ଷ୍ଟେଶନ ନିର୍ମାଣ କରୁଛି ଚାଇନା, ମହାକାଶ ଗଲେ ୩ ମହାକାଶଚାରୀ…

ବେଜିଂ, ୫।୬ : ମହାକାଶରେ ନିଜର ସ୍ପେସ୍‌ ଷ୍ଟେଶନ ପ୍ରତିଷ୍ଠା ପାଇଁ ଚାଇନା ପ୍ରୟାସ ଆରମ୍ଭ କରିଛି। ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚାଇନା...

କାର ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ୫ ବର୍ଷ ତଳେ ଉକ୍ତ ସ୍ଥାନରେ ହୋଇଥିଲା ବିସ୍ଫୋରଣ

ମୋଗାଡିଶୁ(ସୋମାଲିଆ),୩୦।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୦୦ ଟପିଛି। ପାଞ୍ଚବର୍ଷ ତଳେ...

ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜୋରଦାର

ଜେରୁଜେଲମ୍‌, ୧୬।୧୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ସାପ୍ତାହିକ ବିକ୍ଷୋଭ ଜାରି ରହିଛି। ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ହଜାର...

ରୁମ୍‌ ଭିତରକୁ ଶୋଇବାକୁ ଗଲେ ମହିଳା, ବେଡ୍‌ ତଳେ ଥିଲେ ୧୮ ସାପ; ଆଉ ତା’ ପରେ…

ଓ୍ବାଶିଂଟନ୍‌: ଭାବିଲେ ଆପଣ ରାତିରେ ସବୁ କାମ ସାରି ଶୋଇବାକୁ ବେଡ୍‌କୁ ଯିବେ। ଆଉ ବେଡ୍‌ ତଳେ ଦେଖିବେ ଗୋଟିଏ କି ଦୁଇଟି ନୁହେ, ଏକାବେଳକେ...

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା...

କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ...

ବାଇଡେନ୍‌ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍‌ !

ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଦେଶ ଛାଡ଼ିବେ...

Advertisement
Archives

Model This Week