Posted inଫୁରସତ

କିନ୍ନରଙ୍କୁ ଦାନ କରନ୍ତୁ କଉଡି

ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ହେଉ ଅବା ଅଭିଶାପ ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ଜ୍ୟୋତିର୍ବିଦଙ୍କ ମତରେ ଏମାନଙ୍କୁ ଦାନ ଦେଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ମଙ୍ଗଳ ଓ ବୁଧ ଗ୍ରହକୁ ପ୍ରସନ୍ନ କରିବାକୁ ହେଲେ କିନ୍ନରଙ୍କ ସେବା କଲେ ଏହା ଶୀଘ୍ର ପ୍ରାପ୍ତି ହୋଇଥାଏ। ସେହିପରି ଦୀର୍ଘଦିନ ଅସୁସ୍ଥ ଥିବା ବ୍ୟକ୍ତି କିନ୍ନରଙ୍କୁ ଦାନ କଲେ ଶୁଭଫଳ ମିଳିଥାଏ। ଝିଅଙ୍କ ବିବାହ ବିଳମ୍ବ ହେଉଥିଲେ କିନ୍ନରଙ୍କୁ ସବୁଜ ରଙ୍ଗର କାଚ ଚୁଡି ଦାନ କଲେ ବିବାହ ରାଶି ଖୋଲି ଯାଇଥାଏ ବୋଲି କୁହାଯାଏ। ବ୍ୟବସାୟରେ ଉନ୍ନତି ପାଇଁ କିନ୍ନରଙ୍କୁ କଉଡି ଦାନ କରିବା ଭଲ। ଏମିତି କଲେ ଅର୍ଥର ଅଭାବ ରୁହେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡାରୁ ଛୁଆଫୁଟାଇବା ସମୟରେ ଛଞ୍ଚାଣ ସହ ଘଟିଲା ଏମିତି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

ରୋଜଗାର ଟଙ୍କାରେ ଔଷଧ କିଣୁଥିଲି: ହୋମିଓପାଥି ଡାକ୍ତର ପ୍ରେମଲତା ଦେବୀ

ହୋମିଓପାଥି ଡାକ୍ତର ତଥା ସାମାଜିକ କର୍ମୀ ପ୍ରେମଲତା ଦେବୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ବାଣପୁର ଗମ୍ଭାରିମୁଣ୍ଡା ପଞ୍ଚାୟତ ଅଧୀନ କରଡ଼ାପଲି ଗାଁରେ...

୯୪ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ସମୟରେ ନିଜ ଟୁଇଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ଶେୟାର କରିଥାନ୍ତି। ଏବେ ସେ ଚଣ୍ଡିଗଡ...

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ

ଓ୍ବାଶିଂଟନ୍‌,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ...

ଘରୁ ବାହାରିବା ପୂର୍ବରୁ ଏହି କାମ କରିବାକୁ କେବେ ଭୁଲି ନ ଥାନ୍ତି ମୁକେଶ ଅମ୍ବାନୀ: ଜାଣନ୍ତୁ ତାହା କ’ଣ…

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ କେବଳ ଦେଶର ନୁହନ୍ତି, ସମଗ୍ର ଏସିୟା ମହାଦେଶର ସୁବୁଠାରୁ ଧନୀ ଦମ୍ପତି। ନିଜର ବିଜ୍‌ନେସ ସେନ୍ସ ସାଙ୍ଗକୁ ଜୀବନଶୈଳୀକୁ...

ଚିକେନ ପକୋଡ଼ା ଖାଇଲେ ମିଳିବ ୧ ଲକ୍ଷ ଟଙ୍କାର ଚାକିରି, ଅଫର ଦେଇଛି ଏହି କମ୍ପାନୀ

ବ୍ରିଟେନର ଏକ କମ୍ପାନୀ ଚିକେନ ପକୋଡ଼ା ଖାଇଲେ ୧ ଲକ୍ଷ ଟଙ୍କାର ଦରମା ମିଳିବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା ଖାଇବା ପରେ ଏଠାକାର...

୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି।...

Advertisement
Archives

Model This Week