କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍‌ ଅକ୍ସାଲେଟ୍‌ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିବା ସହିତ ସୃତିଶକ୍ତି ପ୍ରଖର କରେ। ଲେମ୍ବୁପାଣି ରକ୍ତ ସଞ୍ଚାଳନ ସ୍ବାଭାବିକ କରିଥାଏ। ଫଳରେ ହାର୍ଟ ଆଟାକ୍‌, ମେଦବହୁଳତା,ରକ୍ତଚାପ ଓ ଡାଇବେଟିସ୍‌ ସମସ୍ୟା ଦୂର ହୋଇଥାଏ। ଏହା ଇନସୁଲିନ୍‌କୁ କ୍ରିୟାଶୀଳ କରାଇବା ସହିତ କର୍କଟ ରୋଗ ନିରାକରଣରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ...

ଦାମୀ ନେକ୍‌ଲେସ୍‌

ଗହଣା କେବଳ ନାରୀ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ନାହିଁ। ଏହାକୁ ଆଭିଜାତ୍ୟର ପ୍ରତୀକଭାବେ ବି ଗଣାଯାଏ। ଏଠାରେ ସେମିତି କିଛି ନେକ୍‌ଲେସ୍‌ ସମ୍ପର୍କରେ କୁହାଯାଇଛି, ଯାହା...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ…

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ବିଭିନ୍ନ ଫଳ, ପନିପରିବା ଏବଂ...

ବିନା ଡାଏଟିଂରେ ବି ହୋଇଯିବେ ସ୍ଲିମ୍‌…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ...

ଭାଗ୍ୟକୁ ପ୍ରଭାବିତ କରେ ଆପଣଙ୍କ ଆଚରଣ, ଏହି ୪ ବିଷୟ ପ୍ରତି ଧ୍ୟାନ ଦେଇ ଏହାକୁ ବଦଳାନ୍ତୁ…

ଆମର ଆଚରଣ ସହ ଗ୍ରହମାନଙ୍କର ସ୍ଥିତି ଜଡିତ ଥାଏ। ଗ୍ରହମାନଙ୍କ ଯୋଗୁ ଆମର ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବେଳେବେଳେ ଆମର ଆଚରଣ ଆମ...

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି।...

ଫିଟିକିରିର କ’ଣ ରହିଛି ଉପକାରୀ ଗୁଣ

କେଉଁଠି କିଛି କ୍ଷତ ହେଲେ ଫିଟିକିରି ଲଗାଇଲେ ଆରାମ ମିଳିଥାଏ। ହେଲେ ଏହି ଫିଟିକିରି ଘରର ଆର୍ଥିକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।...

ମସଲା କୋଲ୍ଡଡ୍ରିଙ୍କ୍‌ସ

ଆବଶ୍ୟକ ସାମଗ୍ରୀ – କୋକ୍‌ ୨ ଗ୍ଲାସ୍‌, ଚାହାଗୁଣ୍ଡ ୧ ଚାମଚ, ଚାଟ୍‌ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ,...

Advertisement
Archives

Model This Week