Advertisement

କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନାଙ୍କ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଟିକ୍‌ଟକ୍‌ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ଫିଲ୍ମ କବୀର ସିଂରେ ଥିବା କିଆରାଙ୍କ ଡାଏଲଗ୍‌ ଅତି ସୁନ୍ଦର ଭାବେ କହି ଟିକ୍‌ଟକ୍‌ ୟୁଜରଙ୍କୁ ବେଶ୍‌ ଆକର୍ଷିତ କରିପାରିଛନ୍ତି। ୟୁଜର କଳ୍ପନାଙ୍କ ଅଭିନୟ ଦକ୍ଷତା ଏବଂ ଡାଏଲଗ୍‌ କହିବା ଶୈଳୀକୁ ପ୍ରଶଂସା ମଧ୍ୟ କରୁଛନ୍ତି। କେତେକ ବଲିଉଡ୍‌ କଳାକାରଙ୍କ ଡାଏଲଗ୍‌ କହିବା ଶୈଳୀକୁ ନକଲ କରି ଏଭଳି ବହୁ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରୁଛନ୍ତିି। ତେବେ ସେଗୁଡ଼ିକ ମଧ୍ୟରୁ କଳ୍ପନାଙ୍କ ଭିଡ଼ିଓକୁ ୟୁଜର ଅଧିକ ପସନ୍ଦ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ...

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ...

ବିବାହ ପାଇଁ ସମୟ ନାହିଁ: ମଲାଇକା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ମଲାଇକା ତାଙ୍କ ପ୍ରଥମ ସ୍ବାମୀ...

ଶିଳ୍ପାଙ୍କ ନିର୍ବନ୍ଧ ମୁଦିିର ମୂଲ୍ୟ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରେଇ ଅଛନ୍ତି ସତ, ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ...

‘ଗ୍ରାମୀ ପୁରସ୍କାର’: ‘ଲିଭ୍‌ ଦ ଡୋର୍‌ ଓପନ୍‌’ ସର୍ବଶ୍ରେଷ୍ଠ ଗୀତ

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ‘ଗ୍ରାମୀ ପୁରସ୍କାର’ ଲସ ଭେଗାସର ଏମ୍‌ଜିଏମ୍‌ ଗ୍ରେଟ ଗାର୍ଡେନ ଆରେନାରେ ଅନୁଷ୍ଠିତ ହୋଇଯାଇଛି। ଏହି ରଙ୍ଗୀନ ସମାରୋହରେ ଗୀତ...

ସିଙ୍ଗାପୁରରେ ‘ଦ କଶ୍ମୀର ଫାଇଲ୍ସ’ ଉପରେ ଲାଗିଲା ପ୍ରତିବନ୍ଧକ

କଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ କରିଛି। ସାରା ବିଶ୍ୱରେ ୩୩୭ କୋଟି ଟଙ୍କା ଆୟ...

ଅମିତାଭଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଦେବେ କ୍ରୀତି ସାନନ, କାରଣ…

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ ବିଗ୍‌-ବି ଅମିତାଭ ବଚ୍ଚନଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଦେବେ। ଏହାର କାରଣ ଜାଣିବାକୁ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ...

ଭାଇଙ୍କ ସହ ସମ୍ପର୍କ ଖବର ଥିଲା ଚର୍ଚ୍ଚାରେ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ

ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ...

Advertisement
Archives

Model This Week