କାର୍‌ ଓଲଟିଲା, ଗଞ୍ଜେଇ ବୋହିନେଲେ ଲୋକେ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା (ଏଲ୍‌) ବପଲମେଣ୍ଡି ପଞ୍ଚାୟତ ନିକଟ ପାନାବାଡି ଗ୍ରାମ ବୁଲାଣିରେ ସୋମବାର ସକାଳ ପ୍ରାୟ ୯ଟାରେ ଏକ କାର (ନଂ.ଡବ୍ଲ୍ୟୁବି୦୬ବି-୦୮୫୯) ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଓଲଡି ପଡିଥିଲା। କାର୍‌ରେ ଥିବା ୩ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଲୋକେ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଦେଖିବାକୁ ଯାଇଥିଲେ। କାର୍‌ ଭିତରେ ଗଞ୍ଜେଇ ପ୍ୟାକେଟ ଭର୍ତ୍ତି ହୋଇଥିବା ଦେଖି ଲୋକେ ବୋହିନେଇଥିଲେ। ଖବର ପାଇ ଲାଇନପଡା ଫାଣ୍ଡି ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ଶହ ଦଳିତ ପରିବାରଙ୍କୁ ବାସନ୍ଦ

ବ୍ରହ୍ମପୁର ଅଫିସ,୩।୧୨: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦରରେ ଜାତିଗତ ଭେଦ ଭାବ ନେଇ ପ୍ରାୟ ୨ଶହ ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି।...

ସିଂହଳା ଗ୍ରାମରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଧାନ, କଦଳୀ ଓ ପନିପରିବା

ଗୋପାଳପୁର,୨୨ା୧: ଗୋଳନ୍ଥରା ଥାନା ଅଞ୍ଚଳର ଗୋବିନ୍ଦ ନଗର, କୃଷ୍ଣନଗର, ଏରେଣ୍ଡା, ଭାଲିଆଗଡ଼, ଗୋବିନ୍ଦନଗର, ରାଧାମୋହନପୁର, ଝିଙ୍କିପଦର ଆଦି ଗ୍ରାମରେ ଗତ ୧୫ ଦିନ ହେଲା ହାତୀପଲ...

ପୋଖରୀରୁ ମାଛ ଚୋରିକୁ ନେଇ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତନାଘନା

ଗୋପାଳପୁର,୧୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା କାଳୁଆଘାଟି ନିକଟରେ ଗତ ବୁଧବାର ରାତିରେ ଏକ ପୋଖରୀରୁ ମାଛ ଚୋରି ନେଇ ଦୁର୍ଦ୍ଦାନ୍ତ...

୧୯ ବର୍ଷ ପରେ ବି ସରିନି ବାହାନା ନାଳ ପୁନରୁଦ୍ଧାର

ବ୍ରହ୍ମପୁର ଅଫିସ,୧୦।୮: ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଛି। ଲକ୍ଷାଧିକ ଚାଷୀଙ୍କୁ ଆଶ୍ୱସ୍ତି କରି ଗ୍ରାମାଞ୍ଚଳରେ ରୁଆ ବେଉଷଣ ଲାଗି ଅନୁକୂଳ ସ୍ଥିତି ଉପୁଜିଛି। ତେବେ...

ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ଗଞ୍ଜାମ,୧୩।୯(ଡି.ଏନ.ଏ.) ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ। ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପନ୍ନ ହାଇମାକ୍ସ ଲାଇଟ ପୋଲ। ତାହା...

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ

ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର...

ଆସିକା-କଳିଙ୍ଗା ଜାତୀୟ ରାଜପଥ ମରଣଯନ୍ତା

ଭଞ୍ଜନଗର,୧୦।୧୨(ଡି.ଏନ୍‌.ଏ.) – ରାଞ୍ଚି-ବିଜୟୱାଡ଼ା କରିଡ଼ର ରାସ୍ତାର ଭଞ୍ଜନଗର ଠାରୁ କଳିଙ୍ଗା ଘାଟି ପର୍ଯ୍ୟନ୍ତ ଜାତୀୟ ରାଜପଥ ନଂ.୧୫୭ କାମ ବହୁଦିନ ହେବ ମନ୍ଥର ଗତିରେ ଚାଲିଛି।...

ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ...

Advertisement
Archives

Model This Week