କାର୍ଯ୍ୟଦକ୍ଷତା ବଢ଼ାଏ କଥାବାର୍ତ୍ତା ଶୈଳୀ

କଥାବାର୍ତ୍ତା ଶୈଳୀ ଯଦି ମାର୍ଜିତ ଏବଂ ସରଳ ହୁଏ ତେବେ ତାହା କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ। ‘କାର୍ଯ୍ୟଦକ୍ଷତା ଓ କଥାବାର୍ତ୍ତା ଶୈଳୀ’ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏକଥା ଜଣାପଡିଛି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର କଥାବାର୍ତ୍ତା ଶୈଳୀ ସହ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନିୟମିତ ଜୀବନଶୈଳୀ ଓ ଅପ୍ରଜନନତା

”ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏକ ସମାନ ପରିସ୍ଥିତି ଯେଉଁଠାରେ ଗର୍ଭାଶୟର ଲାଇନ ଏହାର ବାହାର ଆଡ଼କୁ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ(ଏଣ୍ଡୋମେଟ୍ରିଆଲ ଇମ୍‌ପ୍ଲାଣ୍ଟ), ଅତିଶୟ ଯନ୍ତ୍ରଣା ଏବଂ...

୧୬୦ ବର୍ଷ ପରେ ଶୁଭ ସଂଯୋଗ: ମଳମାସରେ ଏହି କାମ କଲେ ଭଗବାନ ବିଷ୍ଣୁ ହୋଇଥାନ୍ତି ପ୍ରସନ୍ନ

ହିନ୍ଦୁ ଧର୍ମରେ ମଳମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬୦ ବର୍ଷ ପରେ ଏବେ ଶୁଭ ସଂଯୋଗ ଘଟିଛି। ଏଥର ମଳମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ...

ଚିନ୍ତା, ଦେହହାତ ଦରଜ ଦୂର କରେ ମୂର୍ଚ୍ଛା ପ୍ରାଣାୟାମ

ମୂର୍ଚ୍ଛା ପ୍ରାଣାୟାମ ଚିନ୍ତା, ଦେହହାତ ଦରଜ ଏବଂ ମାନସିକ ଅବସାଦ ଦୂର କରିଥାଏ। ଏହା ମନକୁ ଶାନ୍ତ କରେ। ମୂର୍ଚ୍ଛା ପ୍ରାଣାୟାମ କରିବା ଶୈଳୀ :...

୫ ଜିନିଷ ଯୋଗୁ ମସ୍ତିଷ୍କ ହୁଏ ବିକଶିତ

ଶରୀର ସହ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ଏହାର ବିକାଶ ଲାଗି ୫ ଜିନିଷ ସବୁଠୁ ଦରକାରୀ ହୋଇଥାଏ। ଜାଣନ୍ତୁ ସେ...

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି...

ଅର୍ଶ ସମସ୍ୟା ଦୂରକରେ ବାସି ଭାତ

ଭାତ ବଳିଗଲେ ବା ବାସି ହୋଇଗଲେ ଏହାକୁ ଅନେକ ଲୋକ ଫୋପାଡି ଦେଇଥାଆନ୍ତି। ହେଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ଗବେଷକମାନେ ମତ...

ପୁରୁଣା ଶାଢିରୁ…

ବିତୁଥିବା ଦିନ ସହିତ ନୂଆ ନୂଆ ଶାଢୀ କିଣିବା ଭିତରେ ଅନେକ ଶାଢୀ ପୁରୁଣା ହୋଇ ଅଦରକାରୀ ହୋଇଯାଏ। ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ...

ଏନ୍‌-୯୫ ମାସ୍କ-ଫେସ୍‌ଶିଲ୍ଡ୍‌ ବି ଦେଉନି ସୁରକ୍ଷା: ଲୋକେ ହେଉଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୩।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସୁରକ୍ଷା ପାଇଁ ଲୋକଙ୍କୁ ଏନ୍‌-୯୫ ମାସ୍କ ଏବଂ ଫେସ୍‌ ଶିଲ୍ଡ ବ୍ୟବହାର କରାଯିବା ଉପରେ ବିଶ୍ୱ...

Coronavirus Update


Archives

Model This Week

Why Dharitri