Posted inଫୁରସତ

କାର୍ଟୁନ୍‌ ବହି ଛୋଟ ପିଲାଙ୍କ ସ୍ମୃତିଶକ୍ତିକୁ କରେ ପ୍ରଖର…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ। ଏନେଇ ଆମେରିକା ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନଟିଜ୍‌ ଆଣ୍ଡ୍‌ ସାଇନ୍ସ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। କାର୍ଟୁନ୍‌ ଚରିତ୍ର ଛୋଟପିଲାଙ୍କ କୋମଳ ମନରେ ଶୀଘ୍ର ବସାବାନ୍ଧିଥାଏ। ଏଥିରେ ଥିବା ନୈତିକ ଶିକ୍ଷା ପରବର୍ତ୍ତୀ ସମୟରେ ଛୋଟ ପିଲାଙ୍କୁ ସତ୍‌ବାଟରେ ପରିଚାଳିତ କରିବାକୁ ସକ୍ଷମ ହୋଇଥାଏ। ଅଧ୍ୟୟନରେ ଦେଖିବାକୁ ମିଳିଥିଲା କାର୍ଟୁନ୍‌ ବହିରୁ ଗପ ଶୁଣୁଥିବା ପିଲାଙ୍କ ସ୍ମୃତି ଶକ୍ତି ଧୀରେଧୀରେ ବୃଦ୍ଧି ପାଉଥିବା ବେଳେ କାର୍ଟୁନ୍‌ ବହିରୁ ଗପ ଶୁଣୁ ନ ଥିବା ପିଲାଙ୍କ ସ୍ମୃତି ଶକ୍ତି ସାଧାରଣ ରହିଥିଲା। ଅଧ୍ୟୟନ ପରେ ପିଲାଙ୍କୁ ପଚରା ଯାଇଥିବା କେତେକ ପ୍ରଶ୍ନରୁ ଏହା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଡ୍ରାଇଭିଂ ରୁଲ୍ସ: କାର୍‌ ମଇଳା ଥିଲେ ଜରିମାନା; ଟ୍ରାଫିକ୍‌ ପୋଲିସ୍‌କୁ ରାଗିକି ଅନାଇଲେ ବି ଦଣ୍ଡ

ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ।...

କିଷାନ ଦିବସ: କୃଷକଙ୍କ ବିକାଶରେ ଦେଶର ଉନ୍ନତି

କୃଷକ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇ ପାରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୨୩ରେ...

ବିଲେଇ ଛୁଆକୁ ନିଜ ପିଲା ଭାବି ଗେଲ କରୁଛି କୁକୁର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହି ହେବ ନାହିଁ। ଏବେ ଏମିତି ଏକ କୁକୁର ଏବଂ ବିଲେଇ ଛୁଆର ଭିଡିଓ ଭାଇରାଲ...

କରନ୍ତୁ ଶ୍ରୀଯନ୍ତ୍ର ପୂଜନ: ଦୀପାବଳିରେ ହେବ ସମସ୍ତ କାମନା ପୂର୍ଣ୍ଣ…

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ସଂନ୍ଧ୍ୟାରେ...

ପିଲାଙ୍କ ସମର କ୍ୟାମ୍ପ

ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ...

ବିଳାସୀ ରାଜା

ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ...

ମାଛି ମାରୁ ମାରୁ ଘର ଜାଳିଦେଲେ ବୃଦ୍ଧ

ନୂଆଦିଲ୍ଲୀ, ୭।୯: ଜଣେ ୮୦ ବର୍ଷୀୟ ବୃଦ୍ଧ ରାତ୍ରୀ ଭୋଜନ ପାଇଁ ବସିଥିଲେ। ଏହି ସମୟରେ ଗୋଟିଏ ମାଛି ତାଙ୍କ ଖାଇବା ଚାରିପାଖେ ଘୂରି ବୁଲିବା...

ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ...

Advertisement
Archives

Model This Week