କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ ଆଲୋଚନା ଚାଲିଛି ଯେ କ୍ୟାଟ୍ରିନା କୈଫ କେବେ ହାତକୁ ଦି’ ହାତ ହେବେ। ପୁଣି ଶୁଣିବାକୁ ମିଳୁଛି ତାଙ୍କର ପୂର୍ବ ପ୍ରେମିକ ସଲ୍‌ମାନଙ୍କ ସହ କୁଆଡ଼େ ତାଙ୍କର ମ୍ୟାରେଜ ହେବ। ହେଲେ ସତ କଥା ହେଲା, କ୍ୟାଟ୍ରିନା ଆଉ ଅପେକ୍ଷା କରିବାକୁ ନାରାଜ। ଦେଖୁନାହାନ୍ତି, ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ସେ କେମିତି ନିଜ ରିୟଲ ଲାଇଫ ବିଷୟରେ ବଡ଼ ସୂଚନା ଦେଇଦେଲେ। ‘ଘର ସଂସାର କରିବାକୁ କିଏ ବା ନ ଚାହେଁ? ମୋ ମତରେ ଏବେ ଆଉ ଡେରି କରି କିଛି ଲାଭ ନାହିଁ। ଏ ନେଇ ମୋତେ ଖୁବ୍‌ ଶୀଘ୍ର ମାଇଣ୍ଡ ମେକ୍‌ଅପ୍‌ କରିବାକୁ ପଡ଼ିବ।’ ହେଲେ କେବେ ସେହି ଶୁଭଦିନ ଆସିବ ପଚାରିବାରୁ ସେ କଥା ପରେ କହିବି ବୋଲି କହିଥିଲେ କ୍ୟାଟ୍ରିନା। ତେବେ ଏକଥା ଜାଣିବାକୁ ଆମକୁ ନିଶ୍ଚୟ ଅପେକ୍ଷା କରିବାକୁ


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା,...

ଅମିତାଭ ବଚ୍ଚନଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ରାତାରାତି ଷ୍ଟାର ପାଲଟିଲେ ଏହି ଯୁବତୀ

ନିକଟରେ ଅମିତାଭ ବଚ୍ଚନ ଏକ ଯୁବତୀଙ୍କ ଭିଡିଓ ନିଜ ଟୁଇଟରରେ ଶେୟାର କରିଥିଲେ ଟୁଇଟ କରି ଯୁବତୀଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଜଣେ...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ...

୪୮ ବର୍ଷରେ ନମ୍ରତା: ୪ ବର୍ଷ ଡେଟିଂ ପରେ ଧରି ଥିଲେ ମହେଶ ବାବୁଙ୍କ ହାତ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ରେ...

କ୍ୟାନ୍‌ସର ସହ ଲଢ଼ି ଜିତିବା ପରେ ମ୍ୟୁଜିକାଲ ଭିଡିଓର ନିର୍ଦ୍ଦେଶନା ଦେଲେ ତାହିରା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ସିନେମାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସ୍ତ୍ରୀ ତାହିରା ଅନେକ ଦିନ ହେବ କ୍ୟାନ୍ସର ପରି ଭୟଙ୍କର...

ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍‌ ୨୬ ଅର୍ଥାତ୍‌ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର...

ପୁଣିଥରେ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ଶିଳତ ଯୁଦ୍ଧରେ ମାତିଛନ୍ତି...

Coronavirus Update


Archives

Model This Week

Why Dharitri