କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ ଜଣେ, ଜୟପାଟଣା ଉମାଶଙ୍କର ହାଇସ୍କୁଲରେ ୫, ଉତ୍କଳ ଆଶ୍ରମ ହାଇସ୍କୁଲରେ ୨ ଜଣଙ୍କ ସମେତ ମୋଟ ୮ ଜଣ ପରୀକ୍ଷାର୍ଥୀଙ୍କୁ (ଏମ୍‌ପି) ମାଲପ୍ରାକ୍ଟିସ କରାଯାଇଛି। ସେହିଭଳି ବୋର୍ଡର ସ୍ବତନ୍ତ୍ର ସ୍କ୍ବାଡ୍‌ ଚିଚିଆ ହାଇସ୍କୁଲରେ ୮ ଜଣ, ଗୋଲାମୁଣ୍ଡା ହାଇସ୍କୁଲରେ ୫ ଜଣଙ୍କୁ କପି କରୁଥିବା ବେଳେ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟ୍‌ଖା ବିକ୍ରି ରୋକିବାକୁ ଝୁମ୍ପୁରା ବଜାରରେ ଚଢ଼ାଉ

ଝୁମ୍ପୁରା, ୧୩।୧୨ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଏବଂ ନିକଟସ୍ଥ ଅର୍ଶଳା ବଜାରରେ ଥିବା ବିଭିନ୍ନ ଦୋକାନରେ ଗୁଟୁଖା ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ...

ଦେହ ପାଇଁ ଉପକାରୀ ଟମାଟୋ

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲସିୟମ ଓ...

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁପ୍ରିୟା ସେତୁଠାରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବିଡିଓ ରାହୁଲ...

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା

ଫୁଲବାଣୀ ଅଫିସ/ବାଲିଗୁଡ଼ା/ ରାଇକିିଆ(ଡି.ଏନ୍‌.ଏ.), ୧୨।୧୦: କନ୍ଧମାଳ ଜିଲା ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ଗ୍ରାମ ମୁଖ୍ୟରାସ୍ତା ପାଶର୍‌ବ ଏକ ବୁଦା ମୂଳରୁ ଜଣେ ଯୁବକଙ୍କ...

ଜିଲାସ୍ତରୀୟ ଭିନ୍ନକ୍ଷମଙ୍କ କ୍ରୀଡ଼ା

ଭଦ୍ରକ ଅଫିସ,୨୭ା୧୧- ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା...

ଅଭିଯୋଗ ସତ୍ତ୍ୱେ ନୀରବ ରହିଲା ପୋଲିସ: ମରଣାନ୍ତକ ଆକ୍ରମଣକାରୀକୁ ଥାନାକୁ ଅଣାଗଲା ନାହିଁ

ବଡ଼ଗାଁ, ୭।୭ (ଡି.ଏନ.ଏ)-ବଡ଼ଗାଁ ଥାନା ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୋଗ ସତ୍ତ୍ବେ ଥାନାକୁ ନ ଆଣି ହାତବାନ୍ଧି ବସି ରହିବା ଭଳି...

ଦୁଇ ପେସାଦାର ଅପରାଧୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ବ୍ରହ୍ମପୁରର ଏସ୍‌ପି ଭାବେ ଡା. ଶ୍ରବଣ ବିବେକ ଏମ୍‌. ଯୋଗଦେବା ପରେ ପୋଲିସ ଜିଲାର ପେସାଦାର ଅପରାଧୀ ଓ ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ...

ବନଭୋଜି ବେଶରେ ମହାପ୍ରଭୁ

ପୁରୀ ଅଫିସ,୨୩ା୮:ଶ୍ରୀମନ୍ଦିରରେ ସୋମବାର କୋଳିବିକା ନୀତି ଓ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଭାଇ ପ୍ରଭୁ ବଳଭଦ୍ର ହାତରେ ବାଡ଼ି...

Advertisement
Archives

Model This Week