କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାମ ଦେବନି କନିକାଙ୍କ ପ୍ଲାଜମା !

ଲକ୍ଷ୍ନୌ,୨୮।୪: ବଲିଉଡ୍‌ ଗାୟିକା କନିକା କପୁର ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏବେ ସେ ପ୍ଲାଜମା ଦାନ କରିବାକୁ ମନ ବଳାଇଥିଲେ। ଯେଉଁଥିରେ ଅନ୍ୟ ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରି ଥାଆନ୍ତା। ହେଲେ ଏବେ ଜଣାପଡିଛି କି କନିକାଙ୍କ ପ୍ଲାଜମାରେ ଥିବା ଆଣ୍ଟିବଡିଜ ଦୁର୍ବଳ ଥିବାରୁ ଏହା କରୋନା ଭାଇରସ ସହ ଲଢିପାରିବ ନାହିଁ। ତେଣୁ କନିକାଙ୍କ ପ୍ଲାଜମା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗି ପାରିବ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କନିକା ପ୍ଲାଜମା ଦାନ କରିବାକୁ କହିବା ପରେ ସୋମବାର ସନ୍ଧ୍ୟାରେ କେଜିଏମ୍‌ୟୁର ଟ୍ରାନ୍ସଫ୍ୟୁଜନ ମେଡିସିନ ଡିପାର୍ଟମେଣ୍ଟ କନିକାଙ୍କ ଘରକୁ ଯାଇ ତାଙ୍କର ବ୍ଲଡ ସାମ୍ପୁଲ ସଂଗ୍ରହ କରିଥିଲେ। ହେଲେ ମଙ୍ଗଳବାର ସକାଳୁ ରିପୋର୍ଟ ଆସିବା ପରେ ତାଙ୍କ ପ୍ଲାଜମା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗି ପାରିବ ନାହିଁ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଦେଶରେ କରୋନାର ନୂଆ ଭାରିଆଣ୍ଟ ବ୍ୟାପୁଛି। ଏବେ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଭୂତାଣୁ ଭାରତରୁ ମଧ୍ୟ...

୩ ଅଫିସରଙ୍କୁ ଗିରଫ କଲା ସିବିଆଇ

ଭୋପାଳ,୪।୧୧: ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭୋପାଳରୁ ସାମରିକ ଯନ୍ତ୍ରୀ ସେବା (ଏମ୍‌ଇଏସ୍‌)ର ୩ ଜଣ ଅଫିସରଙ୍କୁ ଗିରଫ କରିଛି। ସିବିଆଇ ଭୋପାଳ...

ସାଢ଼େ ୪ଟାରେ ମୁଖ୍ୟ ସଚିବଙ୍କ ପ୍ରେସମିଟ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ମୁକାବିଲା ପାଇଁ ସରକାର ରାଜ୍ୟ୧୪ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ବି ପରିସ୍ଥିତିରେ ସଙ୍ଗୀନ...

ଜନ୍ମଦିନ ପାଳିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ କୃଷକ ବିରୋଧ ପ୍ରଦର୍ଶନ ଚାଲିଛି। ତାଙ୍କର ଆନ୍ଦୋଳନର ୧୩ ତମ ଦନରେ କୃଷକମାନେ ଭରତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସ...

‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ...

ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ...

ଭାଜପା ସମର୍ଥକଙ୍କୁ ଧମକ ଦେଲେ ଟିଏମ୍‌ସି ବିଧାୟକ: ଭିଡିଓ ଭାଇରାଲ

କୋଲକତା,୨୯।୩: ପଶ୍ଚିମବଙ୍ଗରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳି ତୁଟିବାର ନାଁ ଧରୁନି। ବିଧାନସଭାରେ ବି ଭାଜପା ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ...

ତ୍ରିପୁରାରେ ଭାଜପା ଆଗୁଆ

ଅଗରତାଲା,୨ ।୩: ପୂର୍ବୋତ୍ତରର ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ୩ ରାଜ୍ୟରେ ହୋଇଥିବା...

Advertisement
Archives

Model This Week