କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ

ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା ବନ୍ଦ କରିଦେଇଛନ୍ତି। ସଲମାନ୍‌ ଖାନ୍‌ ମଧ୍ୟ କରୋନା ଭୟରେ ନିଜ ଶୁଟିଂ ବନ୍ଦ କରିଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ ର ଶୁଟିଂ ଥାଇଲ୍ୟାଣ୍ଡରେ ହେବାର ରହିଥିଲା। ମାତ୍ର ସଲମାନ୍‌ ଏବଂ ଫିଲ୍‌ର ଅନ୍ୟ ଟିମ୍‌ କୌଣସି ରିକ୍ସ ନେବାକୁ ଚାହୁଁ ନାହାନ୍ତି। ତେଣୁ ଥାଇଲ୍ୟାଣ୍ଡରେ ଶୁୁଟିଂ ହେବାକୁ ଥିବା ଫିଲ୍ମର କେତୋଟି ଦୃଶ୍ୟ ମୁମ୍ବାଇରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସଲ୍‌ମାନଙ୍କ ଫାର୍ମ ହାଉସ୍‌ ଛାଡିଲେ ଜ୍ୟାକଲିନ

ମୁମ୍ବାଇ: କରୋନା ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ବଲିଉଡ୍‌ ଦବଙ୍ଗ ସଲମାନ ଖାଁଙ୍କ ନିଜ ପରିବାରଙ୍କ ସହ ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ରହି ସମୟ...

‘ବେଲ୍‌ ବଟମ୍‌’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ବମ୍ବେ: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ କିଏ ବା ନ ଚାହାନ୍ତି। ଏବେ ଅଭିନେତ୍ରୀ ବାଣୀ କପୁରଙ୍କୁ ନାୟିକା ହେବାର ସୁଯୋଗ...

ଏହି ଅଭିନେତ୍ରୀଙ୍କ ସହ ଚାଲିଛି ସଲମାନଙ୍କ ଲୁଚାଛପା ପ୍ରେମ

ମୁମ୍ବାଇ: ସୁନ୍ଦରୀ ନାୟିକା କ୍ୟାଟ୍ରିନା କୈଫଙ୍କ ସହ ବ୍ରେକଅପ୍‌ ପରେ ଦବଙ୍ଗ ଖାନ ସଲମାନଙ୍କ ନାମ ଆଉ ଜଣେ ମଡେଲଙ୍କ ସହ ଯୋଡ଼ା ଯାଇଛି। ସେ...

ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍‌ ଖାଁ, ଅକ୍ଷୟ...

ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ

ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିଯାଇଛି। ତେବେ...

ଗବ୍ବର-ମୋଗେମ୍ବୋ ଭଳି ଖଳନାୟକ ହେବାକୁ ଚାହୁଁଛି: ରଣବୀର

ବମ୍ବେ: ସିନେମାରେ ନାୟକଙ୍କ ଭଳି ଖଳନାୟକମାନଙ୍କ କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ ତାଙ୍କ ଅଭିନୀତ ଚରିତ୍ର ବାହାବା ସାଉଁଟେ। ହେଲେ ଖଳନାୟକ ହେବା ସେତେଟା...

ନିଜଠୁ ୧୨ ବର୍ଷ ସାନଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଉଭୟ ଅଲଗା

କୁହାଯାଏ ଯେ, ପ୍ରେମ ବୟସ କିମ୍ବା ରୂପ ଦେଖେ ନାହିଁ । ଧର୍ମର ହେଉ କିମ୍ବା ବୟସର ବ୍ୟବଧାନ, ପ୍ରେମ ଏସବୁର ଶୀର୍ଷରେ। ବଲିଉଡର ସେଲିବ୍ରିଟିଙ୍କ...

‘ନଟ୍‌ଖଟ୍‌’ ନିର୍ମାଣ କରିବେ ବିଦ୍ୟା

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ସାମାଜିକ ପ୍ରସଙ୍ଗଭିତ୍ତିକ ଫିଲ୍ମ ‘ନଟ୍‌ଖଟ୍‌’ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ସେ ନିଜେ ମଧ୍ୟ ଅଭିନୟ କରିବେ। ଏଥିପାଇଁ ସେ...

Advertisement
Archives

Model This Week