Posted inଫୁରସତ

କରୋନା ଭାଇରସ: ହଜାର ହଜାର ମାଙ୍କଡ଼ଙ୍କ ମଧ୍ୟରେ ଏଠି ଲାଗୁଛି ଲଢେଇ

ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ବିଶ୍ୱର ୧୧୭ ଦେଶକୁ ବ୍ୟାପିସାରିଛି। ଏହାର ପ୍ରକୋପକୁ ଦେଖି ବିଭିନ୍ନ ଦେଶରେ ଏକ ପ୍ରକାର ଅଚଳାବାସ୍ଥା ଦେଖାଦେଇଛି। ଅନେକ ସ୍ଥାନରେ ସ୍କୁଲ, କଲେଜ, ମଲ୍‌, ମନ୍ଦିର ଆଦିକୁ ବନ୍ଦ କରି ଦିଆଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ହଜାର ହଜାର ମାଙ୍କଡ଼ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି। ଜଣାପଡିଛି କି ଏମାନେ ଖାଦ୍ୟ ପାଇଁ ଲଢେଇ କରୁଛନ୍ତି। ଦୃଶ୍ୟଟି ଥାଇଲାଣ୍ଡରେ ଥିବା ଏକ ମନ୍ଦିରର ବୋଲି କୁହାଯାଉଛି। ଉକ୍ତ ମନ୍ଦିରକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ ଯାଆସ କରୁଥିବା ବେଳେ ସେଠାରେ ଥିବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେଇଥାଆନ୍ତି। ହେଲେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି ମନ୍ଦିରକୁ ବନ୍ଦ କରାଯିବା ସହ ଏଠାକୁ ଭକ୍ତମାନେ ଆସୁ ନାହାନ୍ତି। ତେଣୁ ଖାଦ୍ୟାଭାବରୁ ସେଠାରେ ଥିବା ମାଙ୍କଡ଼ମାନେ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ, ବିଶ୍ରାମ ପୋଜ୍‌ରେ ଜିରାଫ: ଦେଖିଲେ ମନେପଡ଼ିବ ସ୍କୁଲ ଜୀବନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଶିଶୁର ଏହି ଅଙ୍ଗ ପାଇଁ ପାଳନ କରାଯାଏ ଶୋକ

ଶିଶୁଟିଏ ଜନ୍ମ ହେବା ପରେ ପରିବାରରେ ଖୁସିର ବାତାବରଣ ଦେଖାଯାଏ। ତେବେ ଶିଶୁ ଜନ୍ମକୁ ନେଇ ବିଶ୍ୱର ଅନେକ ସମ୍ପ୍ରଦାୟରେ ପୃଥକ ପୃଥକ ପରମ୍ପରା ପାଳନ...

ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା

ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ...

ଜିଭରେ ଚଳନ୍ତା ଫ୍ୟାନ୍‌ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…

ଫ୍ୟାନ୍‌ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍‌ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍‌ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ...

ଏମିତି ପକ୍ଷୀ, ଯିଏ କେବେ ବି ଭୂମିରେ ରଖେ ନାହିଁ ପାଦ

ପୃଥିବୀରେ ଅନେକ ପ୍ରକାରର ପଶୁ ଏବଂ ପକ୍ଷୀ ବାସ କରନ୍ତି। ଆପଣ ପକ୍ଷୀମାନଙ୍କୁ ଗଛରେ ବସିଥିବାର କିମ୍ବା ଆକାଶରେ ଉଡ଼ୁଥିବା ଦେଖିଥିବେ। ଏହା ସହିତ ନିଶ୍ଚିତ...

ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ...

ହୋଲିରେ ପରିବେଶ ସୁରକ୍ଷା ବାର୍ତ୍ତା

ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ତେବେ ହୋଲିକୁ ବିଶେଷ ଭାବରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା...

ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…

ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ...

Advertisement
Archives

Model This Week